ହସ୍ପିିଟାଲରେ କୋଭିଡ ଟେଷ୍ଟ ବନ୍ଦ ନେଇ ଅସନ୍ତୋଷ
ତାଳଚେର: ତାଳଚେର ଉପଖଣ୍ଡ ମୁଖ୍ୟ ସରକାରୀ ଡାକ୍ତରଖାନା,ଗୋଡ଼ିବନ୍ଧ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ କଣିହାଁ ହସପିଟାଲରେ କୋଭିଡ ଟେଷ୍ଟ ବନ୍ଦ ହେବା କାରଣରୁ ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଦୂର ଦୂରାନ୍ତରୁ ପ୍ରତିଦିନ ଜନସାଧାରଣ ହସପିଟାଲକୁ ଦୈାଡ଼ି ଦୈାଡ଼ି ନୟାନ୍ତ!-->…