ବିଷାକ୍ତ ଲସି ପିଇ ୧୦୦ରୁ ଅଧିକ ଅସୁସ୍ଥ

ମାଲକାନଗିରି : ବିଷାକ୍ତ ଲସି ପିଇ ୧୦୦ ରୁ ଅଧିକ ଅସୁସ୍ଥ ହୋଇଛନ୍ତି। ଏପରି ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ଜିଲାରେ। ପଡିଆ ବ୍ଲକ ଅନ୍ତର୍ଗତ କାଲଦାପାଲି ଗ୍ରାମ ପଂଚାୟତ ଅନ୍ତର୍ଗତ କୁର୍ତ୍ତୀ ଗାଁ ରେ ଗତ କାଲି ସାପ୍ତାହିକ ହାଟ ବସି ଥିଲା । ଆଉ ହାଟର ଏକ ଲସି ଦୋକାନ ରୁ ଅନେକ

କରୋନା ଲଢ଼େଇରେ ହାରିଗଲେ ସୁଟର ଦାଦି

ନୂଆଦିଲ୍ଲୀ: କରୋନା ସହ ଲଢେଇରେ ହାରିଗଲେ ସୁଟର ଦାଦି ଭାବେ ପରିଚିତ ଚାେନ୍ଦ୍ରା ତୋମାର। କରୋନା ସଂକ୍ରମିତ ହୋଇ ଚିକିତ୍ସିତ ହେଉଥିବାବେଳେ ସେ ଶୁକ୍ରବାର ୮୯ ବର୍ଷରେ ଦେହାନ୍ତ ହୋଇଛି। କିଛିଦିନ ତଳେ ନିଶ୍ବାସ ପ୍ରଶ୍ବାସ ନେବାରେ ଅସୁବିଧା ହେବାରୁ ତାଙ୍କୁ ମେଠରର ଆନନ୍ଦ ଡାକ୍ତରଖାନାରେ

କେନ୍ଦ୍ରକୁ ସର୍ବୋଚ୍ଚ ନ୍ୟାୟାଳୟଙ୍କ ପ୍ରଶ୍ନବାଣ

ନୂଆଦିଲ୍ଲୀ: ଟିକାକରଣ ସମ୍ପର୍କରେ ଜାତୀୟ ନୀତି, ଟିକାର ମୂଲ୍ୟ, ଅମ୍ଳଜାନର ସ୍ଥିତି ଓ ଯୋଗାଣ, ଜରୁରୀ ଆବଶ୍ୟକ ହେଉଥିବା ଔଷଧ ଏବଂ ତାଲାବନ୍ଦ ଘୋଷଣା ଇତ୍ୟାଦି ସମ୍ପର୍କରେ ସର୍ବୋଚ୍ଚ ନ୍ୟାୟାଳୟ ଶୁକ୍ରବାର କେନ୍ଦ୍ର ସରକାରଙ୍କୁ ପ୍ରଶ୍ନବାଣରେ ଘାଇଲା କରିଛନ୍ତି। ନିଜ ଆଡ଼ୁ ଗୃହୀତ ମାମଲାର

ରାଜ୍ୟରେ ୧୦,୪୧୩ ନୂଆ ସଂକ୍ରମିତ ଚିହ୍ନଟ

ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ରେକର୍ଡ ଭାଙ୍ଗିଛି। ଆଜି ୧୦ ହଜାର ୪୧୩ ନୂଆ ସଂକ୍ରମିତ ଚିହ୍ନଟ ହେବା ପରେ ମୋଟ କରୋନା ସଂକ୍ରମଣ ୪ ଲକ୍ଷ ୫୪ ହଜାର ୬୦୭କୁ ବୃଦ୍ଧି ପାଇଛି। ସଙ୍କ୍ରମିତଙ୍କ ମଧ୍ୟରେ ୫୮୮୭ ଜଣ ସଙ୍ଗରୋଧରୁ ଓ ୪୫୨୬ ଜଣ ସ୍ଥାନୀୟ ଅଂଚଳରୁ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟଙ୍କ

ଗୁଜରାଟର କୋଭିଡ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ; ୧୬ ମୃତ

ଗୁଜରାଟ : ଗୁଜରାଟର ଭରୁଚର ଏକ କୋଭିଡ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟି ପ୍ରାୟ ୧୬ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ଶନିବାର ଖବର ମିଳିଛି। କିଛି ରୋଗୀ ଆହତ ମଧ୍ୟ ହୋଇଛନ୍ତି। ହସ୍ପିଟାଲରେ ଥିବା ରୋଗୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। ଅଗ୍ନିକାଣ୍ଡର କାରଣ ଏଯାବତ ଅସ୍ପଷ୍ଟ ରହିଛି।

ଆଜିଠୁ ୧୫ ପର୍ଯ୍ୟନ୍ତ ନନ୍ଦନକାନନ ବନ୍ଦ

ଭୁବନେଶ୍ୱର: ରାଜ୍ୟରେ ଦ୍ରୁତ ଗତିରେ ବୃଦ୍ଧି ପାଉଛି କରୋନା ସଂକ୍ରମଣ । ଏହାକୁ ଦୃଷ୍ଟିରେ ରଖି ବହୁ ସ୍ଥାନରେ ଦୋକାନ ବଜାର ବନ୍ଦ ସହ ବିଭିନ୍ନ କଟକଣା ଜାରି କରାଯାଉଛି । ରାଜଧାନୀରେ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ବିଭିନ୍ନ ଦୋକାନ ବଜାର ସିଲ୍ କରାଯାଉଥିବା ବେଳେ ଆସନ୍ତା ମେ ୧ରୁ ୧୫

କରୋନାରେ ସୋଲୀ ସୋରାବାଜୀଙ୍କ ଦେହାନ୍ତ

ନୂଆଦିଲ୍ଳୀ: କରୋନାରେ ଆକ୍ରାନ୍ତ ଖ୍ୟାତନାମା ଆଇନ୍ଜୀବୀ ତଥା ଦେଶର ପୂର୍ବତନ ଆଟର୍ଣ୍ଣି ଜେନେରାଲ ସୋଲୀ ସୋରାବଜୀଙ୍କ ଆଜି ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୯୧ ବର୍ଷ ବୟସ ହୋଇଥିଲା । ସୋରାବାଜୀ ୧୯୮୯ ରୁ ୧୯୯୦ ପର୍ଯ୍ୟନ୍ତ ଆଟର୍ଣ୍ଣି ଜେନେରାଲ ଥିଲେ । ଏହା ପରେ ସେ ୧୯୯୮ ରୁ

୩ରୁ ରାଜ୍ୟରେ ସମସ୍ତ କୋର୍ଟ ଛୁଟି

କଟକ: ମହାମାରୀ କରୋନା ସଂକ୍ରମଣ ଦୃଷ୍ଟିରୁ ଆସନ୍ତା ୩ତାରିଖ ସୋମାବାର ଠାରୁ ଗ୍ରୀଷ୍ମ ଅବକାଶ ପାଇଁ ହାଇକୋର୍ଟ ସହ ରାଜ୍ୟର ନିମ୍ନ ଅଦାଲତ ବନ୍ଦ ରହିବ । ଆସନ୍ତା ଜୁନ୍ ୭ତାରିଖରେ ଅଦାଲତ ଖୋଲିବ । ଏନେଇ ଓଡିଶା ହାଇକୋର୍ଟ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି । ସେହିପରି ରଜ ପର୍ବ ପାଇଁ ଜୁନ୍

ଦେଶରେ ମାଡିଚାଲିଛି କରୋନା

ନୂଆଦିଲ୍ଲୀ: ମହାମାରୀ କରୋନାର ଦ୍ୱିତିୟ ଲହର ଦେଶରେ ଦିନକୁ ଦିନ ରେକର୍ଡ ଭାଙ୍ଗିବା ସହ ସକ୍ରମଣ ମାଡିଚାଲିଛି । ଆଜି ଦିନକରେ ୩,୮୬,୪୫୨ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିସହିତ ଦିନକରେ କରୋନା ଆକ୍ରାନ୍ତ ସଂଖ୍ୟାରେ ଦେଶରେ ନୂଆ ରେକର୍ଡ ସୃଷ୍ଟି ହୋଇଛି । ସେହିଭଳି

ଚିନ୍ତା ବଢାଇଲା ଖୋର୍ଦ୍ଧା

ଭୁବନେଶ୍ୱର: ରାଜ୍ୟରେ ୮୬୮୧ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ସଙ୍ଗରୋଧରୁ ୪୯୪୮ ଓ ୩୭୩୩ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି । ସେହିପରି ଆଜି ଦିନକରେ ୧୪ ଜଣଙ୍କର ମୃତ୍ୟୁ ଘଟିଛି । ଆଜି ଦିନକରେ ରାଜ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୪୦୮ ପଜିଟିଭ୍ ଚିହ୍ନଟ ହୋଇଛନ୍ତି