ମାଇକେଲ କଲିନ୍ସଙ୍କ ପରଲୋକ : ନୀଲ ଆମଷ୍ଟ୍ରଙ୍ଗଙ୍କୁ ଚନ୍ଦ୍ରପୃଷ୍ଠରେ ପହଞ୍ଚାଇଥିବା ଆପୋଲୋ-୧୧ର ପାଇଲଟ୍
ୱାଶିଂଟନ: ଆପୋଲୋ-୧୧ ଅଭିଯାନକୁ ଚନ୍ଦ୍ରପୃଷ୍ଠରେ ସଫଳତାପୂର୍ବକ ଅବତରଣ କରିଥିବା ଆମେରିକୀୟ ମହାକାଶଚାରୀ ମାଇକେଲ କଲିନ୍ସଙ୍କର ପରଲୋକ ଘଟିଛି। ତାଙ୍କୁ ୯୦ ବର୍ଷ ହୋଇଥିଲା। ସେ କର୍କଟ ରୋଗରେ ଆକ୍ରାନ୍ତ ଥିଲେ। ଗତ ବୁଧବାର ସେ ଶେଷନିଃଶ୍ଵାସ ତ୍ୟାଗ କରିଛନ୍ତି। ମାଇକେଲ ଆପୋଲୋ-୧୧ର ପାଇଲଟ୍!-->…