ଦିଲ୍ଲୀକା ଲଡ୍ଡୁ ଓ କେଜରିୱାଲ
କଥାରେ ଅଛି ‘ଏ ହୈ ଦିଲ୍ଲୀକା ଲଡ୍ଡୁ, ଯୋ ଖାୟା ଓ ପସ୍ତାୟା, ଯୋ ନେହିଁ ଖାୟା ଓଭି ପସ୍ତାୟା’ । ଏହି କଥାର ସତ୍ୟତାକୁ ଆଉ କେହି ପ୍ରମାଣ କରୁ ବା ନ କରୁ; ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆରବିନ୍ଦ କେଜରିୱାଲ ୯୯% ପ୍ରମାଣିତ କରିଛନ୍ତି ବୋଲି କହିଲେ, ଏହା ଠିକ୍ ନ ହୋଇପାରେ, କିନ୍ତୁ ଭୁଲ୍ ହେବ ନାହିଁ!-->…