କୋଭିଡ଼ ପାଇଁ ତିନୋଟି ସ୍ୱତନ୍ତ୍ର ଟ୍ରେନ୍ ବାତିଲ
ଭୁବନେଶ୍ୱର: କୋଭିଡ଼ ସଂକ୍ରମଣ ବୃଦ୍ଧି ଦୃଷ୍ଟିରେ ରଖି ଏବଂ ଏହାର ସଂକ୍ରମଣକୁ ବନ୍ଦ କରିବା ପାଇଁ ରେଳବାଇ ପକ୍ଷରୁ ପଦକ୍ଷେପ ନିଆଯାଇ ନିମ୍ନଲିଖିତ ଅନୁଯାୟୀ ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ତିନୋଟି ସ୍ୱତନ୍ତ୍ର ଟ୍ରେନ ପରବର୍ତୀ ଆଦେଶ ପର୍ଯ୍ୟନ୍ତ ବାତିଲ କରିବାକୁ ନିଷ୍ପତି ନେଇଛି ।!-->…