ଦିନକରେ ୮୩୮୬ ଆକ୍ରାନ୍ତ
ଭୁବନେଶ୍ୱର: ଗତ ଏକ ସପ୍ତାହଧରି ରାଜ୍ୟରେ ମହାମାରୀ କରୋନା ଭୂତାଣୁ ସଂକ୍ରମଣର ଦ୍ୱିତୀୟ ଲହର ସ୍ଥିର ରହିବା ପରେ ପୁଣି ଉଗ୍ର ମୂହାଁ ହୋଇଛି । ଆଜି ଦିନକରେ ରାଜ୍ୟରେ ପୁଣି ୮୩୮୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୪୭୮୧ ଜଣ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା!-->…