ଆସନ୍ତା ୩ ମାସରେ ଡିଆରଡିଓ ସ୍ଥାପନ କରିବ ୫୦୦ଟି ମେଡିକାଲ ଅମ୍ଳଜାନ କେନ୍ଦ୍ର

ପ୍ରତିରକ୍ଷା ଅନୁସନ୍ଧାନ ଓ ବିକାଶ ପ୍ରତିଷ୍ଠାନ, ଡିଆରଡିଓ ଆସନ୍ତା ୩ ମାସ ମଧ୍ୟରେ ଦେଶର ବିଭିନ୍ନ ସ୍ଥାନରେ ୫୦୦ଟି ମେଡିକାଲ ଅମ୍ଳଜାନ କେନ୍ଦ୍ର ସ୍ଥାପନ କରିବ। ପିଏମ କେୟାର୍ସ ପାଣ୍ଠି ସହାୟତାରେ ଏହି କେଣ୍ଡାଗୁଡିକ ସ୍ଥାପନ କରାଯିବ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏହି ସୂଚନା

ରିଲାଏନ୍ସର ପୂର୍ବତନ ଉପାଧ୍ୟକ୍ଷ ହେଲେ ଜୈନ ଭିକ୍ଷୁ

ଯେତେବେଳେ ଏକ ବର୍ଷ ପୂର୍ବେ କରୋନା ମହାମାରୀ ଯୋଗୁ ସାରା ବିଶ୍ୱ ଆକ୍ରାନ୍ତ ହୋଇଥିଲା ସେତେବେଳେ ବସ୍ତୁବାଦୀ ସୁଖସ୍ୱାଛନ୍ଦ୍ୟ ପରିତ୍ୟାଗ କରିବା ସହ ରିଲାଏନ୍ସ ଇଣ୍ଡଷ୍ତିଜର ପୂର୍ବତନ ଉପାଧ୍ୟକ୍ଷ ପ୍ରକାଶ ଶାହା ବସ୍ତୁବାଦୀ ଜୀବନ ଶୈଳୀ ସହ ଜଡିତ ସବୁକିଛି ଠାରୁ ଦୁରେଇ ଯାଇଥିଲେ। ଅବସର ପରେ

ନିଜ ବନ୍ଧୁକରେ ନିଜକୁ ଗୁଳି କରି ଆତ୍ମହତ୍ୟା କଲେ ଯବାନ

କାଶୀପୁର : ରାୟଗଡା ଜିଲା କାଶୀପୁରରେ ଅବସ୍ଥାପିତ ବିଏସ୍ଏଫ୍ ୬୮ ବାଟାଲିୟନ ଯବାନ ଦିଲିପ କୁମାର ମାହି ବୁଧବାର କାର୍ଯ୍ୟରତ ଥିବା ସମୟରେ ନିଜ ବନ୍ଧୁକରେ ନିଜକୁ ଗୁଳିକରି ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ୪ ମାସ ପୂର୍ବରୁ ସେ ବିବାହ କରିଥିଲେ। ପାରିବାରିକ କଳହ ଯୋଗୁଁ ଆତ୍ମହତ୍ୟା

ମହାରାଷ୍ଟ୍ରର ହସ୍ପିଟାଲରେ ଅଗ୍ନିକାଣ୍ଡ ; ୪ ରୋଗୀ ମୃତ

ଠାଣେ : ମହାରାଷ୍ଟ୍ରର ଥାନେର ମୁମ୍ବ୍ରା ଅଞ୍ଚଳରେ ଆଜି ସକାଳ ସମୟରେ ପ୍ରାଇମ କ୍ରିଟିକେୟାର ହସ୍ପିଟାଲରେ ଭୀଷଣ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୪ ଜଣ ରୋଗୀଙ୍କର ମୃତ୍ୟୁ ହୋଇଛି। ଏହାସହ ପ୍ରାୟ ୨୦ରୁ ଅଧିକ ରୋଗୀଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ନିଆଁ ଲାଗିବାମାତ୍ରେ ଆଇସିୟୁରେ ଥିବା ୬

୧୫ କୋଟିରୁ ଅଧିକ କୋଭିଡ ପ୍ରତିଷେଧକ ଟୀକା ମାଗଣାରେ ଯୋଗାଇ ଦେଇଛି କେନ୍ଦ୍ର

କେନ୍ଦ୍ର ସରକାରଙ୍କ ପକ୍ଷରୁ ଏପର୍ଯ୍ୟନ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ୧୫ କୋଟିରୁ ଅଧିକ ଟିକା ମାଗଣାରେ ଯୋଗାଇ ଦିଆଯାଇଥିବା ଜଣାପଡିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ, ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଂଚଳରେ ବ୍ୟବହୃତ ହେବାକୁ ଥିବା ଏକ କୋଟିରୁ ଅଧିକ ଡୋଜ

କରୋନାରେ ଯାତ୍ରା ଜଗତର ବରିଷ୍ଠ ହାସ୍ୟ ଅଭିନେତା ଜଗା ରାଉତଙ୍କ ପରଲୋକ

ଭୁବନେଶ୍ବର: ଆଉ ଦେଖିବାକୁ ମିଳିବନି ଯାତ୍ରା ମଞ୍ଚରେ ଜଗବନ୍ଧୁ ରାଉତ (ଜଗା)ଙ୍କ କମେଡ଼ି । ମଞ୍ଚରେ ନିଜର ଅଭିନୟର ଜାଦୁରେ ଦର୍ଶକଙ୍କୁ ହସାଇ ହସାଇ ବେଦମ କରୁଥିବା ଅଭିନେତାଙ୍କ ଜୀବନ ଦୀପ ଲିଭାଇ ଦେଇଛି ମାହାମାରୀ କରୋନା । କେନ୍ଦ୍ରାପଡ଼ାରେ କଳିଙ୍ଗ ଗଣନାଟ୍ୟର ଅପେରା ଚାଲିଥିଲା ବେଳେ

ଦେଶରେ ଖସିଲା ସଂକ୍ରମଣ: ୨୭୭୧ ମୃତ

ନୁଆଦିଲ୍ଲୀ: ଗତ ୨୪ ଘଂଟା ମଧ୍ୟରେ ଭାରତରେ ୩ଲକ୍ଷ ୨୩ ହଜାର ୧୪୪ଜଣ ନୁୁଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ସହିତ ସେହି ସମୟରେ ୨୭୭୧ ଜଣ କରୋନା ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ଦେଶରେ କ୍ରମାଗତ ଷଷ୍ଠ ଦିନ ପାଇଁ ନୁଆ ସଂକ୍ରମଣ ସଂଖ୍ୟା ୩ଲକ୍ଷ ଉପରେ ରହିଛି । ଏହାକୁ ମିଶାଇ

ସାମାଜିକ ଦୁରତା ରକ୍ଷା ନ କଲେ ମାସକରେ ଜଣେ ଆକ୍ରାନ୍ତ ୪୦୬ ଜଣଙ୍କୁ କରିପାରିବ ସଂକ୍ରମିତ

ନୁଆଦିଲ୍ଲୀ: ଦେଶରେ ମହାମାରୀ କରୋନାର ଦ୍ୱିତୀୟ ଲହର୍ ଦିନକୁ ଦିନ ବୃଦ୍ଧି ପାଉଥିଲା ବେଳେ କୋଭିଡ-୧୯ ନିୟମ ସମାଜିକ ଦୁରତା ରକ୍ଷା ନକଲେ ଜଣେ କରୋନା ଆକ୍ରାନ୍ତ ୩୦ଦିନରେ ୪୦୬ ଜଣଙ୍କୁ ସଂକ୍ରମିତ କରିପାରିବ ବୋଲି କେନ୍ଦ୍ର ସରକାର ଆଜି କଡାଚେତାବନୀ ଦେଇଛନ୍ତି । ଏହା ସହ କରୋନା ଭୁତାଣୁ

ଦୁର୍ଷ୍କମକାରୀ ଅଧ୍ୟାପକ ଗିରଫ

ଆସିକା: ଜଣେ ଛାତ୍ରୀଙ୍କ ଦିର୍ଘ ୬ ବର୍ଷ ଧରି ଦୁଷ୍କର୍ମକରିବା ଓ ଶେଷରେ ବ୍ରାକମେଲ କରିବା ଅଭିଯୋଗରେ ପୋଲିସ ଆଜି ଅଧ୍ୟାପକଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ୨୦୧୪ ମସିହାରେ ଛାତ୍ରୀ ଜଣକ ନବମ ଶ୍ରେଣୀରେ ପାଠ ପଢୁଥିଲେ । ସେ ସୋରଡା କଲେଜର ଅଥିନୀତି ବିଭାଗର ଅ୍ମାପକ ପ୍ରଦୀପ ସାହୁଙ୍କ

ମେ ୧ରେ ପହଂଚିବ ସ୍ପୁଟନିକ ଭି ଟିକା

ନୂଆଦିଲ୍ଲୀ: ମେ ୧ରେ ରୁଷ ନିମିତ କରୋନା ଟିକା ‘ସ୍ପଟନିକ ଭି’ ଭାରତ ପହଂଚିବ ବୋଲି ଡାଇରେକ୍ଟ ଇନଭେଷ୍ଟେମେଂଟ ଫଣ୍ଡର ପ୍ରମୁଖ କିରିଲ ଦିମିତ୍ରୈକ ଏହି ସୂଚନା ଦେଇଛନ୍ତି । ଏହାର ଦାମ ଭାରତରେ ୭୫୦ ଟଙ୍କା ପାଖାପାଖି ରହିପାରେ । ଯାହାକି କୋଭିଶିଲ୍ଡ ଠାରୁ ଅଧିକ ଦାମ୍ । କିନ୍ତୁ ସ୍ପୁଟନିକଭି