ଅକ୍ସିଜେନ୍ ଯୋଗାଣ ନେଇ ପ୍ରଧାନମନ୍ତ୍ରୀଙ୍କ ବଡ ନିଷ୍ପତ୍ତି

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ବଢୁଥିବା ଭିତରେ ଅକ୍ସିନେର ଅଭାବ ଏବେ ସରକାରଙ୍କୁ ଚିନ୍ତାରେ ପକାଇଛି । ଏହାକୁ ନଜରରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପିଏମ୍ କେୟାର୍ସ ଫଣ୍ଡରୁ ୧ଲକ୍ଷ ପୋର୍ଟେବଲ ଅକ୍ସିଜେନ୍ କନସେନଟ୍ରେଟର କିଣିବାକୁ ମଞ୍ଜୁରୀ ଦେଇଛନ୍ତି । ବୁଧବାର ଦିନ

ରାଜ୍ୟରେ କରୋନାର ୨ୟ ତରଙ୍ଗ ଅତି ଭୟଙ୍କର ରୂପ ନେଲାଣି : ଆରଏମଆରସି ନିର୍ଦ୍ଦେଶିକା

ଭୁବନେଶ୍ୱର: ରାଜ୍ୟରେ କରୋନାର ୨ୟ ତରଙ୍ଗ ଅତି ଭୟଙ୍କର ରୂପ ନେଲାଣି । ଦୈନିକ ସଂକ୍ରମଣ ୮ହଜାର ଅତିକ୍ରମ କଲାଣି । ତେବେ ଲୋକଙ୍କ ମଧ୍ୟରେ ସଂଯମତା ଏବଂ ସର୍ତକତାରେ ଅବହେଳା ଏହାର ମୁଖ୍ୟ କାରଣ ବୋଲି କହିଛନ୍ତି ଆରଏମଆରସି ନିର୍ଦ୍ଦେଶିକା ଡାକ୍ତର ସଂଘମିତ୍ରା ପତି । କରୋନା ସମ୍ପର୍କରେ ଡା.ପତି

ଆସନ୍ତା ୫ଦିନ ଯାଏଁ ରାଜ୍ୟରେ କାଳବୌଶାଖୀ ସମ୍ଭାବନା

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନକୁ ଅସହ୍ୟ ହେଉଛି ତାତି । ତେବେ ଆସନ୍ତା ୫ଦିନ ମଧ୍ୟରେ ରାଜ୍ୟରେ ଭିନ୍ନ ଭିନ୍ନ ଜିଲ୍ଲାରେ କାଳବୈଶାଖି ହେବାକୁ ନେଇ ପୂର୍ବନୁମାନ କରିଛି ପାଣିପାଗ ବିଭାଗ । ପାଣିପାଗ ବିଭାଗର ସୁୂଚନା ମୁତାବକ ଆସନ୍ତା ୨୪ ଘଂଟା ମଧ୍ୟରେ ରାଜ୍ୟରେ ୧୦ଟି ଜିଲ୍ଲାରେ

ନାସା ପକ୍ଷରୁ ହେଲିକପ୍ଟରର ତୃତୀୟ ଉଡାଣ ମଙ୍ଗଳରେ

ନ୍ୟୁୟର୍କ : ନାସା ପକ୍ଷରୁ ମଙ୍ଗଳ ଗ୍ରହକୁ ପଠାଯାଇଥିବା ହେଲିକପ୍ଟର ସେଠାରେ ତୃତୀୟ ଥର ପାଇଁ ଉଡାଣ କରିଛି। ଏଥର ହେଲିକପ୍ଟରଟି ପୂର୍ବାପେକ୍ଷା ଦ୍ରୁତ ଗତିରେ ଉଡାଣ କରିବା ସହିତ ଅଧିକ ଦୂରକୁ ଯାଇଥିଲା। ରବିବାର ଦିନ ଏହି କ୍ଷୁଦ୍ର ହେଲିକ୍ଟର ଇନଜେନ୍ୟୁଇଟି ସେକେଣ୍ଡ ପିଛା ୬.୬ ଫୁଟ ଦୂରତା

‘ଭୁବନେଶ୍ଵର-କଟକରେ ଗୋଷ୍ଠୀ ସଂକ୍ରମଣ ସ୍ଥିତି ଉପୁଜିଲାଣି’

ଭୁବନେଶ୍ଵର: ଦ୍ଵେତ ନଗରୀ ଭୁବନେଶ୍ଵର-କଟକରେ କରୋନା ସ୍ଥିତି ଅସମ୍ଭାଳ ହେଲାଣି। ରାଜ୍ୟର ଏହି ପ୍ରମୁଖ ଦୁଇ ସହରରେ ଏବେ ଗୋଷ୍ଠୀ ସଂକ୍ରମଣ ଭଳି ସ୍ଥିତି ଉପୁଜିଲାଣି ବୋଲି ସ୍ବାସ୍ଥ୍ୟ ବିଭାଗ ନିର୍ଦେଶକ କହିଛନ୍ତି। ରାଜଧାନୀ ଭୁବନେଶ୍ଵରରେ ଜଣେ ଏକାଧିକ ବ୍ୟକ୍ତିଙ୍କୁ ସଂକ୍ରମିତ କରୁଛନ୍ତି।

ଆସନ୍ତାକାଲିଠାରୁ ସମ୍ବଲପୁରରେ ଦିନ ୨ଟା ପରେ ସମସ୍ତ ଦୋକାନ ବନ୍ଦ

ସମ୍ବଲପୁର: ଆସନ୍ତାକାଲିଠାରୁ ସମ୍ବଲପୁରରେ ସକାଳ ୭ଟାରୁ ଦିନ ୨ଟା ଯାଏ ଖୋଲା ରହିବ ଦୋକାନ। ୨ଟା ପରେ ସମସ୍ତ ଦୋକାନ ବନ୍ଦ କରିବାକୁ ଜିଲା ପ୍ରଶାସନ ଏବଂ ଶିଳ୍ପ ଓ ବଣିକ ସଂଘ ନିଷ୍ପତ୍ତି ନେଇଛି। ବୁଧବାର ଜିଲା ପ୍ରଶାସନ ଦ୍ୱାରା ଆୟୋଜିତ ଏକ ବୈଠକରେ ସମ୍ବଲପୁର ଶିଳ୍ପ ଓ ବଣିକ ସଂଘର

ତୃତୀୟ ପର୍ଯ୍ୟାୟ ଟିକାକରଣ ପାଇଁ ରାଜ୍ୟ ସରକାର ପ୍ରସ୍ତୁତ

ଭୁବନେଶ୍ୱର: ତୃତୀୟ ପର୍ଯ୍ୟାୟ ଟିକାକରଣ ପାଇଁ ଆଜିଠୁ ପଞ୍ଜୀକରଣ ଆରମ୍ଭ ହେବାକୁ ଥିବାବେଳେ ଏଥିଲାଗି ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି। ସେସନ୍ ସାଇଟ୍ ପ୍ରସ୍ତୁତ ଥିବାବେଳେ ଆବଶ୍ୟକ ସ୍ଥଳେ ଏହାକୁ ବୃଦ୍ଧି କରାଯିବ। ତେବେ ମେ ୧ ପରେ ରାଜ୍ୟରେ ଯେବେ ଟିକା ପହଞ୍ଚିବ, ସେବେ ଟିକାକରଣ ଆରମ୍ଭ

ଆସନ୍ତା ୩ ମାସରେ ଡିଆରଡିଓ ସ୍ଥାପନ କରିବ ୫୦୦ଟି ମେଡିକାଲ ଅମ୍ଳଜାନ କେନ୍ଦ୍ର

ପ୍ରତିରକ୍ଷା ଅନୁସନ୍ଧାନ ଓ ବିକାଶ ପ୍ରତିଷ୍ଠାନ, ଡିଆରଡିଓ ଆସନ୍ତା ୩ ମାସ ମଧ୍ୟରେ ଦେଶର ବିଭିନ୍ନ ସ୍ଥାନରେ ୫୦୦ଟି ମେଡିକାଲ ଅମ୍ଳଜାନ କେନ୍ଦ୍ର ସ୍ଥାପନ କରିବ। ପିଏମ କେୟାର୍ସ ପାଣ୍ଠି ସହାୟତାରେ ଏହି କେଣ୍ଡାଗୁଡିକ ସ୍ଥାପନ କରାଯିବ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏହି ସୂଚନା

ରିଲାଏନ୍ସର ପୂର୍ବତନ ଉପାଧ୍ୟକ୍ଷ ହେଲେ ଜୈନ ଭିକ୍ଷୁ

ଯେତେବେଳେ ଏକ ବର୍ଷ ପୂର୍ବେ କରୋନା ମହାମାରୀ ଯୋଗୁ ସାରା ବିଶ୍ୱ ଆକ୍ରାନ୍ତ ହୋଇଥିଲା ସେତେବେଳେ ବସ୍ତୁବାଦୀ ସୁଖସ୍ୱାଛନ୍ଦ୍ୟ ପରିତ୍ୟାଗ କରିବା ସହ ରିଲାଏନ୍ସ ଇଣ୍ଡଷ୍ତିଜର ପୂର୍ବତନ ଉପାଧ୍ୟକ୍ଷ ପ୍ରକାଶ ଶାହା ବସ୍ତୁବାଦୀ ଜୀବନ ଶୈଳୀ ସହ ଜଡିତ ସବୁକିଛି ଠାରୁ ଦୁରେଇ ଯାଇଥିଲେ। ଅବସର ପରେ

ନିଜ ବନ୍ଧୁକରେ ନିଜକୁ ଗୁଳି କରି ଆତ୍ମହତ୍ୟା କଲେ ଯବାନ

କାଶୀପୁର : ରାୟଗଡା ଜିଲା କାଶୀପୁରରେ ଅବସ୍ଥାପିତ ବିଏସ୍ଏଫ୍ ୬୮ ବାଟାଲିୟନ ଯବାନ ଦିଲିପ କୁମାର ମାହି ବୁଧବାର କାର୍ଯ୍ୟରତ ଥିବା ସମୟରେ ନିଜ ବନ୍ଧୁକରେ ନିଜକୁ ଗୁଳିକରି ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ୪ ମାସ ପୂର୍ବରୁ ସେ ବିବାହ କରିଥିଲେ। ପାରିବାରିକ କଳହ ଯୋଗୁଁ ଆତ୍ମହତ୍ୟା