ମହାରାଷ୍ଟ୍ରର ହସ୍ପିଟାଲରେ ଅଗ୍ନିକାଣ୍ଡ ; ୪ ରୋଗୀ ମୃତ
ଠାଣେ : ମହାରାଷ୍ଟ୍ରର ଥାନେର ମୁମ୍ବ୍ରା ଅଞ୍ଚଳରେ ଆଜି ସକାଳ ସମୟରେ ପ୍ରାଇମ କ୍ରିଟିକେୟାର ହସ୍ପିଟାଲରେ ଭୀଷଣ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୪ ଜଣ ରୋଗୀଙ୍କର ମୃତ୍ୟୁ ହୋଇଛି। ଏହାସହ ପ୍ରାୟ ୨୦ରୁ ଅଧିକ ରୋଗୀଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ନିଆଁ ଲାଗିବାମାତ୍ରେ ଆଇସିୟୁରେ ଥିବା ୬!-->…