ନିର୍ବାଚନ ବିଜୟ ଶୋଭାଯାତ୍ରା ନିଷିଦ୍ଧ

ନୂଆଦିଲ୍ଲୀ: ଦେଶରେ ମହାମାରୀ କରୋନା ସଂକ୍ରମଣ ଦିନକୁ ଦିନ ରେକର୍ଡ ଭାଙ୍ଗୁଥିବା ଦୃଷ୍ଟିରୁ ଆସନ୍ତା ୨ ତାରିଖ ଦିନ ଭୋର୍ଟ ଗଣତି ପରେ ରାଜନୈତିକ ଦଳମାନଙ୍କର ବିଜୟ ଶୋଭାଯାତ୍ରା ଉପରେ ନିର୍ବାଚନା କମିଶନ ନିଷେଧାଦେଶ ଜାରି କରିଛନ୍ତି । ନିର୍ବାଚନ କମିସନଙ୍କ ପକ୍ଷରୁ ଜାରି ବିଜ୍ଞପ୍ତିରେ…

ବିଳମ୍ବ ହେବ ତୃତୀୟ ପର୍ଯ୍ୟାୟ ଟିକାକରଣ!

ଭୁବନେଶ୍ୱର: ଆସନ୍ତା ମେ’ ମହିଲାରୁ ହେବାକୁ ଥିବା ତୃତୀୟ ପର୍ଯ୍ୟାୟ ତଥା ୧୮ରୁ ୪୪ ବର୍ଷ ବୟସର ଲୋକଙ୍କୁ ଟିକାକରଣରେ ବିଳମ୍ବ ହୋଇପାରେ ବୋଲି ପରିବାର କଲ୍ୟାଣ ନିର୍ଦେଶକ ବିଜୟ ପାଣିଗ୍ରାହୀ ଆଶଙ୍କା ପ୍ରକଟ କରିଛନ୍ତି । ସେ କହିଛନ୍ତି ଯେ, ମେ’ ମାସରେ କୋଭିସିଲ୍ଡ ଟିକା ଆସିବାର ସମ୍ଭାବନା…

ତୁଣ୍ଡି ହିଁ ଭରସା

କରୋନା ମହାମାରୀ ଯୋଗୁଁ ଏବେ ଦଶଟି ରାଜ୍ୟ ଲାଲ ବଳୟ ମଧ୍ୟରେ ରହିଛି । ଏଗୁଡିକ ହେଲା ମହାରାଷ୍ଟ୍ର, ଦିଲ୍ଲୀ, ତାମିଲନାଡୁ, କର୍ଣ୍ଣାଟକ, କେରଳ, ରାଜସ୍ଥାନ, ଗୁଜୁରାଟ, ଛତିଶଗଡ, ପଶ୍ଚିମବଙ୍ଗ ଓ ଉତରପ୍ରଦେଶ ପ୍ରମୁଖ । ସଂକ୍ରମଣ ବଢିବା ସହିତ ମୃତୁ୍ୟ ହାର ମଧ୍ୟ ବଢିଛି । ଭାଇରସ ଷ୍ଟେ୍ରନର…

ପ୍ରଧାନମନ୍ତ୍ରୀ ଆବାସ ଯୋଜନା କିସ୍ତିଦାବିରେ ସାମ୍ବାଦିକଙ୍କ ଜିଲ୍ଲାପାଳ କାର୍ଯ୍ୟାଳୟରେ ଧରାଣା

ଜଗତିସିଂହପୁର: ଗତକାଲି ୨୬ତାରିଖ ଦିନ ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ତୃତୀୟ ଓ ଚତୁର୍ଥ କିସ୍ତି ଦାବିରେ ସାମ୍ବାଦିକ ବୀରବର ଦଳାଇଙ୍କ ପକ୍ଷରୁ ୬ଘଂଟିଆ ଧାରଣା ଦିଆଯାଇଥିଲା । ଏହି ଧାରଣା ସ୍ଥଳିରେ ସଡିଶା ସାମ୍ବାଦିକ ସଙ୍ଗଠନ ଜଗତସିଂହପୁର…

କରୋନା ଔଷଧ କଳାବଜାରୀ ରୋକିବାକୁ ଫ୍ଲାଇଙ୍ଗ୍ ସ୍କ୍ୱାର୍ଡର ଯାଞ୍ଚ

ଭୁବନେଶ୍ୱର: ରାଜ୍ୟରେ କରୋନା ଅତ୍ୟାବଶ୍ୟକ ସାମଗ୍ରୀର ବେଆଇନ ମହଜୁଦ ଓ କଳାବଜାରୀ ରୋକିବାକୁ ଗଠିତ ଫ୍ଲାଇଙ୍ଗ୍ ସ୍କ୍ୱାର୍ଡ ବିଭିନ୍ନ ସ୍ଥାନରେ ଯାଂଚ ଆରମ୍ଭ କରିଛି । ଫ୍ଲାଇଙ୍ଗ୍ ସ୍କ୍ୱାର୍ଡରେ ଡ୍ରଗ୍ ଇନ୍ସପେକ୍ଟର, କ୍ରାଇମ ବ୍ରାଂଚର ଅଧିକାରୀ, ସ୍ପେଶାଲ୍ ଟାସ୍କ ଫୋର୍ସ ଏବଂ ସ୍ଥାନୀୟ…

କଳାହାଣ୍ଡି ଜିଲ୍ଲାରେ କୋଭିଡ୍ ହସ୍ପିଟାଲ ଓ ୩ ଟି କୋଭିଡ୍ କେୟାର ସେଣ୍ଟର କାର୍ଯ୍ୟକ୍ଷମ

ଭବାନୀପାଟଣା- କଳାହାଣ୍ଡିରେ କୋଭିଡ୍ ମୁକାବିଲା ପାଇଁ ଜିଲ୍ଲାପ୍ରଶାସନ ଜିଲ୍ଲାର ଭବାନୀପାଟଣାସ୍ଥିତ କାମଠଣାଠାରେ ଏକ ଶହ ଶଯ୍ୟା ବିଶିଷ୍ଟ କୋଭିଡ୍ ହସ୍ପିଟାଲ ପ୍ରତିଷ୍ଠା କରାଯାଇଛି । ସେଠାରେ ୬ ଟି ଆଇସିୟୁ, ୮ ଟି ଭେଣ୍ଟିନେଟର, ୯୬ ଟି ଶଯ୍ୟା ରେ ଅକ୍ସିଜେନ୍ ସଂଯୋଗ କରାଯାଇଛି । ଏହି…

ଓଡ଼ିଶାର ୧୨୨୮ ମେଟ୍ରିକ ଟନ ଅମ୍ଳଜାନ ସହାୟତା

ଭୁବନେଶ୍ୱର: ଗତ କିଛି ଦିନ ଧରି ଓଡ଼ିଶାରୁ ବିଭିନ୍ନ ରାଜ୍ୟକୁ ଅକ୍ସିଜେନ୍ ଯୋଗାଣ କାର୍ଯ୍ୟ ଜାରି ରହିଛି । ଅଦ୍ୟାବଧି ୬୭ ଟି ଟ୍ୟାଙ୍କର୍ ଯୋଗେ ୧୨୬୮ ଟନ୍ରୁ ଅଧିକ ଅକ୍ସିଜେନ୍ ବିଭିନ୍ନ ରାଜ୍ୟକୁ ପଠାଯାଇଛି । ଅନୁଗୁଳ, ରାଉରକେଲା, ଢେଙ୍କାନାଳ ଏବଂ ଯାଜପୁର ଜିଲ୍ଲାରୁ ଆନ୍ଧ୍ରପ୍ରଦେଶ,…

ହୋଲ୍ଡିଂ ଓ ପ୍ରପର୍ଟି ଟ୍ୟାକ୍ସ ଆଇନ୍ସିଦ୍ଧ ନୁହେଁ: କଂଗ୍ରେସ

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ ଦ୍ୱାରା ଆଦାୟ କରାଯାଉଥିବା ବର୍ଦ୍ଧିତ ସଂପତି କର ଆଇନ୍ସିଦ୍ଧ ନୁହେଁ ବୋଲି ଓଡିଶା ଉଚ୍ଚ ନ୍ୟାୟାଳୟ ରାୟ ଦେଇଛନ୍ତି । ଏହି ବର୍ଦ୍ଧିତ କର ଓଡିଶା ମ୍ୟୁନସିପାଲ୍ କର୍ପୋରେସନ ଆକ୍ଟ ୨୦୦୩ ର ନିୟମ ବିରୁଦ୍ଧାଚରଣ କରିବା ସହିତ ଧାରା ୬୯୪ (୩) କୁ…

କରୋନା ଓ ପିପିଲି ଉପନିର୍ବାଚନ ଲଢ଼େଇ; ବିଜେଡି ହଁ କୁ କଂଗ୍ରେସର ନା

ଭୁବନେଶ୍ବର: ବର୍ତ୍ତମାନ ଦେଶ ତଥା ରାଜ୍ୟରେ କରୋନା ପରିସ୍ଥିତି ଦିନକୁ ଦିନ ଜଟିଳ ହେବାରେ ଲାଗିଛି । ଏଭଳି ସ୍ଥିତି ମଧ୍ୟରେ ପିପିଲି ଉପନିର୍ବାଚନକୁ ଘୁଞ୍ଚାଇବାକୁ କଂଗ୍ରେସ ଦାବି କରିଛି । ଏନେଇ ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ କହିଛନ୍ତି ଯେ, “ନିର୍ବାଚନ ଲଢ଼ିବାକୁ ଦଳ…

ରାଜ୍ୟରେ ଲାଗୁ ହେଲା ୧୪ ଦିନିଆ ଲକ୍‌ଡାଉନ୍‌

ବେଙ୍ଗାଲୁରୁ: କୋଭିଡ୍‌ ସଂକ୍ରମଣକୁ ନଜରରେ ରଖି ରାଜ୍ୟରେ ୧୪ ଦିନିଆା ଲକ୍‌ଡାଉନ୍‌ ଲାଗୁ କରିଛନ୍ତି କର୍ଣ୍ଣାଟକ ସରକାର । ଏହି ନିୟମ ମଙ୍ଗଳବାର ରାତି ୯ଟାରୁ ଲାଗୁହେବା ନେଇ ଘୋଷଣା କରିଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ୍‌. ୟେଦୁରପ୍ପା । କ୍ୟାବିନେଟ୍‌ ବୈଠକ ପରେ …