ସାଢେ ୩ଲକ୍ଷ ଡେଇଁଲା କରୋନା : ୨୮୧୨ ମୃତ
ନୂଆଦିଲ୍ଳୀ: ଦେଶରେ କରୋନାଭାଇରସ୍ ଜନିତ ମହାମାରୀ ବ୍ୟାପିବା ଦିନ ଠାରୁ ଆଜି ଦୈନିକ ସଂକ୍ରମଣ ସଂଖ୍ୟା ୩ଲକ୍ଷ ୫୨ ହଜାର ଉପରେ ରହିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ସୋମବାର ସକାଳ ୮ଟା ସୁ୍ଦ୍ଧା ସମଗ୍ର ଦେଶରେ ୨୪ ଘଂଟା ମଧ୍ୟରେ ୩,୫୨,୯୯୧ କରୋନା ଭାଇରସ୍ଜନିତ ନୂତନ!-->…