ରାଜ୍ୟରେ ରେମଡେସିଭିର ଅଭାବ
ଭୁବନେଶ୍ୱର: ରାଜ୍ୟରେ ରେମଡେସିଭିର ଅଭାବ ବୋଲି ଡ୍ରଗ୍ସ କଂଟ୍ରୋଲର ଅନ୍ନଦା ଶଙ୍କର ଦାସ ସୂଚନା ଦେଇଛନ୍ତି । ସେ କହିଛନ୍ତି, କେନ୍ଦ୍ରସରକାର ନିଜେ ଏହାର ବିତରଣ କରୁଛନ୍ତି । ଏହାର ବହୁତ ଆବଶ୍ୟକତା ରହୁଛି । ଏପି୍ରଲ ୨୧ରୁ ୩୦ତାରିଖ ଯାଏଁ ଆମକୁ ୨୧ହଜାର ଭାଏଲ ଦେବାକୁ କେନ୍ଦ୍ର କହିଛି ।!-->…