ଦେଶରେ ସଂକ୍ରମଣ ସାଢେ ୩ ଲକ୍ଷ
ନୂଆଦିଲ୍ଲୀ: ଦେଶରେ କରୋନା ଭୂତାଣୁ ସଂକ୍ରମଣ ମହାମାରୀ ବ୍ୟାପିବା ଦିନକୁ ଦିନ ରେକର୍ଡ ଭାଙ୍ଗୁଥିଲା ବେଳେ ଆଜି ଦିନକରେ ୩ଲକ୍ଷ ୪୯ ହଜାର ଅତିକ୍ରମ କରି ପୁଣି ଏକ ସର୍ବକାଳୀନ ରେକର୍ଡ ସୃଷ୍ଟି କରିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଆଜି ଦିନକରେ ୩,୪୯,୬୯୧ ନୂତନ!-->…