ଅମାନିଆଙ୍କୁ ୩, ୫୦୦ ଟଙ୍କା ଫାଇନ
ଭୁବନେଶ୍ୱର: ଓଡିଶାରେ ପୁନର୍ବାର ମହାମାରୀ କରୋନା ଧିରେଧିରେ କାୟା ବିସ୍ତାର କରି ଆଗକୁ ବଢୁଥିବାରୁ ସରକାର ସମସ୍ତେ ମାସ୍କ ପିନ୍ଧିବାକୁ ବାଧ୍ୟ କରିଛନ୍ତି ଏବଂ ଅମାନିଆଙ୍କ ଠାରୁ ଫାଇନ ଆଦାୟ ପାଇଁ ନିଦେ୍ର୍ଧଶ ଦେଇଛନ୍ତି । ଏହି କ୍ରମରେ ଭୁବନ ଥାନା ତରଫରୁ ଆଜି ସଂଧ୍ୟାରେ ୫୩ ନମ୍ବର!-->…