ଭାରତୀୟ ସମାଜ ରେ ନାରୀର ଗୁରୁତ୍ୱପୂର୍ଣ ଭୂମିକା : ଅମିତ କଲେଜର ଚେୟାରମ୍ୟାନ
ଭୁବନେଶ୍ୱର : ଭାରତୀୟ ସଭ୍ୟତା ବିଶ୍ୱର ଅନ୍ୟତମ ପ୍ରାଚୀନ ସଭ୍ୟତା ଗତ ସାଢ଼େ ପାଞ୍ଚବର୍ଷ ହଜାର ବର୍ଷ ଧରି ଏହା ପ୍ରାଚ୍ୟ ଭୂଖଣ୍ଡ ନାମରେ ପରିଚିତ ଥିଲା । ଗତ ସାଢ଼େ ପାଞ୍ଚ ହଜାର ବର୍ଷ ଧରି ଏହାର ଲିଖିତ ସାହିତ୍ୟ ରହିଥିଲେ ମଧ୍ୟ ଏହି ସଭ୍ୟତା ତା ଠାରୁ ଅଧିକ ପୁରୁଣା ଏହି ସଭ୍ୟତାରେ ନାରୀର!-->…