କାନାଡା ସରକାରଙ୍କ ବଡ ନିଷ୍ପତ୍ତି; ମାସକ ପାଇଁ ଭାରତ ଓ ପାକିସ୍ତାନରୁ ଯାତ୍ରୀବାହୀ ବିମାନ ମନା
ଓଟାୱା: ଭାରତରେ କୋଭିଡର ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣର ଭୟାବହତାକୁ ଦୃଷ୍ଟିରେ ରଖି କାନାଡା ସରକାର ଭାରତରୁ ଆସୁଥିବା ସମସ୍ତ ଯାତ୍ରୀବାହୀ ବିମାନ ଉପରେ ୩୦ ଦିନ ପାଇଁ କଟକଣା ଲଗାଇଛନ୍ତି। ଏଥିସହିତ ମାସକ ପାଇଁ ପାକିସ୍ତାନରୁ ସମସ୍ତ ଯାତ୍ରୀବାହୀ ବିମାନର ଉଡାଣ ଉପରେ ପ୍ରତିବନ୍ଧକ!-->…