ଶ୍ରୀଲଙ୍କାରେ ଅଟକିଥିବା ଚୀନ ଜାହାଜରୁ ମିଳିଲା ପରମାଣୁ ପଦାର୍ଥ
କଲୋମ୍ବୋ: ଶ୍ରୀଲଙ୍କାର ଏକ ବନ୍ଦରରେ ଅଟକିଥିବା ଚୀନ ଜାହାଜରୁ ପରମାଣୁ ପଦାର୍ଥ ମିଳିବା ପରେ ଶ୍ରୀଲଙ୍କାରେ ଆତଙ୍କ ସୃଷ୍ଟି ହୋଇଛି। ଶ୍ରୀଲଙ୍କା ସରକାର ତତ୍କାଳ କଡ଼ା ପଦକ୍ଷେପ ନେଇ ଜାହାଜଟିକୁ ତୁରନ୍ତ ବନ୍ଦର ଛାଡ଼ିବାକୁ ନିର୍ଦେଶ ଦିଆଯାଇଛି। ଶ୍ରୀଲଙ୍କା ନାଭିକିୟ ଉର୍ଜା ପ୍ରାଧିକରଣର!-->…