ଦେଶରେ ଲକ୍ଡାଉନ୍ ହେଲେ ୨% ଖସିବ ଜିଡିପି
ମୁମ୍ବଇ: ଦେଶରେ କରୋନା ସଂକ୍ରମଣକୁ ନିୟନ୍ତ୍ର କରିବା ଲାଗି ଯଦି କେନ୍ଦ୍ର ସରକାର ରାଷ୍ଟ୍ରବ୍ୟାପୀ ଲକ୍ଡାଉନ୍ ଲାଗୁ କରନ୍ତି, ତେବେ ଦେଶର ଜିଡିପି (ମୋଟ ଘରୋଇ ଉତ୍ପାଦ)୨ ପ୍ରତିଶତ ଖସିଯିବ ବୋଲି ଆମେରିକାର ଏକ ବ୍ରୋକରେଜ କମ୍ପାନୀ ବୋଫା ସିକୁ୍ୟରିଟିଜ ପକ୍ଷରୁ ପ୍ରକାଶିତ ରିପୋର୍ଟରେ!-->…