ରେଳମାଧ୍ୟମରେ ପହଞ୍ଚିବ ଅକ୍ସିଜେନ୍ ସିଲିଣ୍ଡର
ଭୁବନେଶ୍ୱର: କରୋନା ସଂକଟ ବେଳେ ଅକ୍ସିଜେନ୍ର ଅଭାବକୁ ତୁରନ୍ତ ପୂରଣ କରିବା ଓ ସବୁ ମେଡିକାଲକୁ ସହଜରେ ଅକ୍ସିଜେନ୍ ଯୋଗାଇ ଦେବା ନେଇ କେନ୍ଦ୍ର ରେଳବାଇ ବିଭାଗ ପକ୍ଷରୁ ଏକ ପ୍ରୟାସ ଆରମ୍ଭ କରାଯାଇଛି । ଆଜି ସନ୍ଧ୍ୟା ସୁଦ୍ଧା ଭାରତୀୟ ରେଳବାଇ ରେଳ ମାଧ୍ୟମରେ ବିଭିନ୍ନ ସ୍ଥାନକୁ ଅକ୍ସିଜେନ୍!-->…