ଛତିଶଗଡ କ୍ୟାଡରର ଦୁଇ ମାଓବାଦୀଙ୍କ ଆତ୍ମସମର୍ପଣ

କନ୍ଧମାଳ : ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲ ଗୁରୁବାର ଫୁଲବାଣୀ ଗସ୍ତରେ ଆସିଥିବା ବେଳେ ତାଙ୍କ ଉପସ୍ଥିତିରେ ଦୁଇ କ୍ୟାଡର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ସେମାନେ ହେଉଛନ୍ତି ଏରିଆ କମାଣ୍ଡର ରଞ୍ଜିତ ନେତାମ ଓ ଉଗା ପୋୟାମ। ଉଭୟେ ଛତିଶଗଡ କ୍ୟାଡରର ମାଓବାଦୀ ବୋଲି କୁହାଯାଇଛି।

ପାରାଦୀପ ଇଫକୋକୁ ‘ଜାତୀୟ ଶକ୍ତି ସରଂକ୍ଷଣ’ ପୁରସ୍କାର

ପାରାଦୀପ : ଶକ୍ତି ସଂରକ୍ଷଣ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ଓ ଏଥିପ୍ରତି ଅତୁଳନୀୟ ପ୍ରତିବଦ୍ଧତାକୁ ସ୍ୱୀକୃତି ଦେଇ ଇଫକୋ ପାରାଦୀପ ୟୁନିଟ୍ କୁ ସମ୍ମାନଜନକ ଜାତୀୟ ଶକ୍ତି ସଂରକ୍ଷଣ ପୁରସ୍କାର ୨0୨୩ ରେ ସମ୍ମାନିତ କରାଯାଇଛି l କେନ୍ଦ୍ର ଶକ୍ତି ମନ୍ତ୍ରଣାଳୟ ଦ୍ୱାରା ପ୍ରଦାନ

ଭବାନୀପାଟଣାଠାରେ ‘ସ୍ୱକଳ୍ପ’ ପରାମର୍ଶ ଶିବିର

ଭବାନୀପାଟଣା : ଓଡିଶା ସରକାରଙ୍କ ଦକ୍ଷତା ବିକାଶ ବିଭାଗ ଦ୍ୱାରା ଦକ୍ଷତା ବୃଦ୍ଧି ନିମନ୍ତେ ‘ସ୍ୱକଳ୍ପ’ ପରାମର୍ଶ ଶିବିର କାର୍ଯ୍ୟକ୍ରମ ମାଧ୍ୟମରେ ୧୮ ବର୍ଷରୁ ଉର୍ଦ୍ଧ୍ୱ ଯୁବକ ଯୁବତୀ ଏବଂ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀମାନଙ୍କୁ ନେଇ ତାଲିମ କାର୍ଯ୍ୟକ୍ରମ ଟ୍ରୁଭେଲି ଏବଂ ଆଲଟ୍ ସଂସ୍ଥାଙ୍କ

ମଣ୍ଡେଇ ତୃତୀୟ ସନ୍ଧ୍ୟା, ବିକ୍ରିବଟା ଓ ନାଚ ଗୀତରେ ମତୁଆଲା ଦର୍ଶକ

ନବରଙ୍ଗପୁର : ନବରଙ୍ଗପୁର  ଜିଲ୍ଲା ଲୋକ ମହୋତ୍ସବ ମଣ୍ଡେଇ ତୃତୀୟ ଦିବସ ଜମୁଛି ବେପାର ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ମତୁଆଲା ହେଉଛନ୍ତି ଦର୍ଶକ। ଶୀତୁଆ କାକର ଭିଜା ସନ୍ଧ୍ୟାକୁ ଉଷ୍ମ କରୁଛି କଲିକତାର ଲୋକନୃତ୍ୟ, କୋରାପୁଟର ଢେମସା, ବଲାଙ୍ଗିରର ଘୁଡ଼ିକି, ଗଜପତିର ଲାଞ୍ଜିଆ

ବିକେବିୱାଇରେ ଚାଷୀ ବଞ୍ଚିତ ହେବେ କି?

ନବରଂଗପୁର : ବିଜୁ କୃଷକ ବିକାଶ ଯୋଜନା ମାଧ୍ୟମରେ ଡିପ ବୋରଓ୍ବେଲ ସେଚ କାର୍ଯ୍ୟକ୍ରମରେ ବିଦ୍ୟୁତ୍ ଓ ସୌରଶକ୍ତି ସଂଯୋଗ ଜରୀଆରେ ଗଭୀର ନଳକୂପ ପ୍ରକଳ୍ପ ବ୍ୟକ୍ତିଗତ ମାଲିକାନା ଭିତ୍ତିରେ ସ୍ଥାପନା କରିବାକୁ ଚାଷୀଙ୍କଠାରୁ ଦରଖାସ୍ତ ଆହ୍ବାନ କରାଯାଇଛି। ଏହାର ଆରମ୍ଭ ଗତ ୪ ତାରିଖ ଦିନ ଠାରୁ

ଖୁବଶୀଘ୍ର ମାଲକାନଗିରିରେ ଉଡ଼ିବ ବିମାନ

ମାଲକାନଗିରି : ଖୁବଶୀଘ୍ର ମାଲକାନଗିରି ଜିଲ୍ଲାରେ ଉଡ଼ିବ ବିମାନ। ଏନେଇ ଏକ ବାୟୁ ସେବାର ବିଶେଷଜ୍ଞ ଦଳ ମାଲକାନଗିରି ଠାରେ ନିର୍ମାଣଧୀନ ଏୟାର ଷ୍ଟ୍ରିପ କାର୍ଯ୍ୟର ଅଗ୍ରଗତି ଉପରେ ତଦାରଖ କରିଛନ୍ତି। ଏହି ବିଶେଷଜ୍ଞ ଦଳ ଏକ ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ମାଲକାନଗିରିଠାରେ ପହଞ୍ଚିଥିଲେ।

ଟାଟା ଷ୍ଟିଲ ଯୋଡା ଇଷ୍ଟ ଖଣି ପକ୍ଷରୁ ‘ଖଣି ସୁରକ୍ଷା ସପ୍ତାହ’ ପାଳିତ

ଯୋଡା : ଟାଟା ଷ୍ଟିଲ ଦ୍ଵାରା ପରିଚାଳିତ ଯୋଡା ଇଷ୍ଟ ଲୌହ ଖଣି ପକ୍ଷରୁ ମଙ୍ଗଳବାର 41 ତମ 'ଖଣି ସୁରକ୍ଷା ସପ୍ତାହ' ପାଳିତ ହୋଇଯାଇଛି I ଡାଇରେକ୍ଟର ଜେନେରାଲ ଅଫ ମାଇନ୍ସ ସେଫ୍ଟି (ଡି ଜି ଏମ୍ -ଏସ୍) ର ଭୁବନେଶ୍ବର ଆଞ୍ଚଳିକ ଶାଖା ଆନୁକୁଲ୍ୟରେ ଆୟୋଜିତ ଏହି ଉତ୍ସବରେ, ଖଣି ସୁରକ୍ଷା

ମହେନ୍ଦ୍ରଗିରି ଶିଖର ମାତା କୁନ୍ତି ମନ୍ଦିରରୁ ଗଜପତି ଉତ୍ସବ-୨୦୨୩ ଶୁଭାରମ୍ଭ

ପାରଳାଖେମୁଣ୍ଡି : ମହେନ୍ଦ୍ରଗିରି ଶିଖର ମାତା କୁନ୍ତି ମନ୍ଦିରରୁ ଜିଲ୍ଲାସ୍ତରୀୟ  ଗଜପତି ଉତ୍ସବ-୨୦୨୩ ଆଜି ଶୁଭାରମ୍ଭ ହୋଇଯାଇଛି।  ଏହି ଅବସରରେ ଗଜପତି ମହୋତ୍ସବ ମଶାଲ ଶୋଭାଯାତ୍ରା ମହେନ୍ଦ୍ରଗିରି ଶିଖରରୁ ବାହାରିବା ପରେ କଇଁପୁର, ଜିରାଙ୍ଗ, ମଣ୍ଡଳ ସାହି, ରାମଗିରି, ଛେଲିଗଡ,

‘ଉଡ୍ର’ ଚାରିଟେବୁଲ୍‍ ଟ୍ରଷ୍ଟର “ଥିଲେ ଦିଅ, ନଥିଲେ ନିଅ” କାର୍ଯ୍ୟକ୍ରମର ଶୁଭାରମ୍ଭ ଓ ନୂତନ ଶୀତବସ୍ତ୍ର ବଣ୍ଟନ

ଭୁବନେଶ୍ୱର : “ଥିଲେ ଦିଅ, ନଥିଲେ ନିଅ” ଆନ୍ଦୋଳନର ପ୍ରବର୍ତ୍ତକ ବିଶିଷ୍ଟ ସାହିତ୍ୟିକ, ସମାଜସେବୀ, ଶ୍ରମିକନେତା ଶ୍ରୀଯୁକ୍ତ ମାୟାଧର ନାୟକଙ୍କ ଶୀତ ଅଭିଯାନରେ ଅନୁପ୍ରାଣିତ ହୋଇ ‘ଉଡ୍ର’ ଚାରିଟେବୁଲ ଟ୍ରଷ୍ଟ ତରଫରୁ ଚଳିତ ବର୍ଷ ପୁରୁଣା ବସ୍ତ୍ର ଏବଂ ନୂତନ ବସ୍ତ୍ର ସଂଗ୍ରହ ଅଭିଯାନ ଆଜି

ମଦ ଦୁର୍ନୀତି ଓ କଳାଟଙ୍କା ଜବତ ଘଟଣାରେ ବିଜେଡ଼ିର ସଂପୃକ୍ତି,ପ୍ରତିବାଦରେ ଉପଜିଲ୍ଲାପାଳ କାର୍ଯ୍ୟାଳୟର ଆଗରେ ବିଜେପିର…

ଚମ୍ପୁଆ : ଆଜି ଚମ୍ପୁଆ ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଭାରତୀୟ ଜନତା ପାର୍ଟି ତରଫରୁ ବିଜେଡିର ଭ୍ରଷ୍ଟାଚାର ଶାସନରେ ଓଡ଼ିଶା ନିନ୍ଦିତ ବିଜେଡି ସରକାରର ଅନୁକମ୍ପା ସାହୁ ବ୍ରୋଦର୍ସର ୫୦୦କୋଟି କଳା ଟଙ୍କା ଜଵଦ ଉପରେ ପ୍ରତିବାଦ ସହ ବିକ୍ଷୋଭ ପ୍ରଦର୍ଶନରେ ଉପସ୍ଥିତ ରାଜ୍ୟ