ଗରିବଙ୍କ ଦେବତା ସୋନୁ ସୁଦ୍ଙ୍କୁ କରୋନା
ମୁମ୍ବାଇ: ବଲିଉଡ ଅଭିନେତା ସୋନୁ ସୁଦଙ୍କୁ କରୋନା । ତାଙ୍କ ରିପୋର୍ଟ କରୋନା ପଜେଟିଭ୍ ଆସିବା ପରେ ସେ ଏବେ ସଙ୍ଗରୋଧରେ ଅଛନ୍ତି । ଟ୍ୱିଟ୍ କରି ସେ ଏହି ସୂଚନା ଦେଇଛନ୍ତି । ସୋନ ଟ୍ୱିଟ୍ ରେ ସେ ଲେଖିଛନ୍ତି ମୁଁ କରୋନାରେ ଆକ୍ରାନ୍ତ ହୋଇଛି । ନିଜକୁ ଏବେ ମୁଁ ସଙ୍ଗରୋଧ ରହିଛି । ହେଲେ!-->…