ଭାରତୀୟ ଷ୍ଟେଟ ବ୍ୟାଙ୍କ ଦ୍ୱାରା ଅନୁଗୋଳ ପୋଲିସକୁ ପେଟ୍ରୋଲିଂ ଭ୍ୟାନ ପ୍ରଦାନ
ଅନୁଗୋଳ: ଦେଶର ଅଗ୍ରଣୀ ବ୍ୟାଙ୍କ ଭାବେ ଜଣା ଶୁଣା ଭାରତୀୟ ଷ୍ଟେଟ ବ୍ୟାଙ୍କ ଦ୍ୱାରା ଆଜି ଏକ ନିରାଡମ୍ବର ଉତ୍ସବରେ ସାମାଜିକ ଦାୟିତ୍ୱବୋଧତାର ନିଦର୍ଶନ ସ୍ୱରୁପ ଅନୁଗୋଳ ଜିଲ୍ଲା ପୋଲିସକୁ ଏକ ପେଟ୍ରୋଲିଂ ଗାଡି ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମଟି ରେ ଭୁବନେଶ୍ୱର ମଣ୍ଡଳର!-->…