ଘର ତାଲା ଭାଙ୍ଗି ଚୋରି
ବାଲିକୁଦା: ଘରେ କେହି ନଥିବା ବେଳେ ଘରର ତାଲା ଭାଙ୍ଗି ଚୋର ମାନେ ଘରେ୪ ପସି ଘରର ସମସ୍ତ ଜିନିଷ ପତ୍ର ସମେତ ଘରେ ଥିବା ରୂପା ଅଳଙ୍କାର ଓ ପିତଳ ବାସନ ସବୁ ଚୋରୀ ହୋଇଛି । ଏଭଳି ଘଟଣା ବାଲିକୁଦା ଥାନା ଅନ୍ତର୍ଗତ ଆମ୍ବଶାଳ ପଞ୍ଚାୟତ ମଣ୍ଡକେଶ୍ୱର ଗାଁରେ ଘଟିଛି । ଉକ୍ତ ଗାଁର ବିଭୁପ୍ରସାଦ!-->…