୧୯ରୁ କଲେଜ, ବିଶ୍ୱବିଦ୍ୟାଳୟ ବନ୍ଦ
ଭୁବନେଶ୍ୱର: କରୋନା ସଂକ୍ରମଣଙ୍କୁ ଦୃଷ୍ଟିରେ ରଖି ଆସନ୍ତା ୧୯ ତାରିଖ ସୋମବାରଠାରୁ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟର ପରୀକ୍ଷା ଓ ଅଫ୍ଲାଇନ୍ ପାଠ ପଢା ବନ୍ଦ ଲାଗି ରାଜ୍ୟ ସରକାର ନିଷ୍ପତି ନେଇଛନ୍ତି । ସେହିପରି ୧୯ ତାରିଖ ସୁଦ୍ଧା ସମସ୍ତ ଛାତ୍ରାବାସ ବନ୍ଦ ସହ ଖାଲିକରିବାକୁ ମଧ୍ୟ!-->…