ନାସା ପ୍ରତିଯୋଗିତାରେ ଓଡ଼ିଆ ଛାତ୍ରଙ୍କ କମାଲ୍‌

ଗୁଣୁପୁର: ମହାକାଶ ଗବେଷଣା ସଂସ୍ଥା ନାସା ପକ୍ଷରୁ କରାଯାଇଥିବା ଏକ କୁଇଜ ପ୍ରତିଯୋଗିତାରେ ରାୟଗଡା ଜିଲ୍ଲା ଗୁଣୁପୁର ଉଠା ଜଳସେଚନ କଲୋନୀର ଯୁକ୍ତ ଦୁଇ ଛାତ୍ର ଜୟରାମ ଗୌଡ଼ ସଫଳତା ହାସଲ କରିଛନ୍ତି। ଅନଲାଇନରେ କରାଯାଇଥିବା ଏହି ପ୍ରତିଯୋଗିତାରେ ମୋଟ ୩୦୦ ମାର୍କର ପରୀକ୍ଷା ହୋଇଥିବା ବେଳେ

ସ୍ୱେରେଜ ଚାମ୍ବରରେ ଫସି ୨ ମୃତ ଜଣେ ଗୁରୁତର

କଟକ: ଗୁରୁବାର କଟକ ସ୍ଥିତ ସିଡିଏ ସେକ୍ଟର ୧୦ରେ ସ୍ୱେରେଜ୍ ଲାଇନ୍ କାମ ଚାଲିଥିବା ବେଳେ ଏକ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ସ୍ୱେରେଜ୍ ଚାମ୍ବରରେ ଫସିଯିବାରୁ ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ଗୁରୁତର ଜଣଙ୍କୁ ଚିକିତ୍ସା ପାଇଁ କଟକ ବଡ଼ ମେଡ଼ିକାଲ୍‌ରେ

ରାଜ୍ୟରେ ସମସ୍ତ ବୋର୍ଡ ପରୀକ୍ଷାକୁ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ରାଜ୍ୟରେ ସମସ୍ତ ବୋର୍ଡ ପରୀକ୍ଷାକୁ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦଶମ ଓ ଦ୍ୱାଦଶ ପରୀକ୍ଷାକୁ ସ୍ଥଗିତ ରଖିବାକୁ ମୁଖ୍ୟମନ୍ତ୍ରୀ ଆଜି ନିର୍ଦ୍ଦେଶ ଦେଇଛନ୍ତି।ବର୍ତ୍ତମାନର କରୋନା ମହାମାରୀ ପରିପ୍ରେକ୍ଷୀରେ ଛାତ୍ରଛାତ୍ରୀ ମାନଙ୍କର

ଓଡ଼ିଶା ସାମ୍ବାଦିକ ସଂଗଠନ ପକ୍ଷରୁ ପଣାସଂକ୍ରାନ୍ତିରେ ମାଗଣା ଦହିପଣା ବଂଟନ

ଜଗତସିଂହପୁର: ଗତ ୧୪ ତାରିଖ ମହା ବିଷୁବ ପଣା ସଂକ୍ରାନ୍ତି ଓ ଓଡ଼ିଆ ନବବର୍ଷ ଉପଲକ୍ଷେ ଓଡ଼ିଶା ସାମ୍ବାଦିକ ସଂଗଠନ ପକ୍ଷରୁ ତିର୍ତ୍ତେଲ ଶାରଳା ରୋଡଠାରେ ମାଗଣା ଦହିଣା ବଣ୍ଟନ କରାଯାଇଥିଲା । ଏହି ପବିତ୍ର ପଣା ସଂକ୍ରାନ୍ତିରେ ଓଡ଼ିଆ ନବନର୍ଷ ନିମନ୍ତେ ସମସ୍ତ ଜିଲ୍ଲାବାସୀ ଭାଇ ଓ ଭଉଣୀ

୧୨୦ ଘଣ୍ଟାର ଦୁଇଟି ବଡ ଘଟଣା

ବିଗତ ୧୨୦ ଘଂଣ୍ଟା ମଧ୍ୟରେ ରାଜ୍ୟରେ ଦୁଇଟି ବଡ ଅଘଟଣ ଘଟିଛି । ପ୍ରଥମଟି ହେଲା ଏପ୍ରିଲ ୧୪ ବୁଧବାର ଅଜିତ ମଙ୍ଗରାଜଙ୍କ ପରଲୋକ ଘଟିଛି । ସେ ଥିଲେ ପିପିଲି ବିଧାନସଭା ଆସନ ପାଇଁ ହେଉଥିବା ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ । ଆଉ ଦୁଇ ଦିନ ପରେ ଏହି ଆସନରେ ଭୋଟ ଗ୍ରହଣ କରାଯାଇଥାନ୍ତା ।

କରୋନା ସଂକ୍ରମଣ: ସବୁ ରେକର୍ଡ ଭାଙ୍ଗିଲା ସୁନ୍ଦରଗଡ

ଭୁବନେଶ୍ୱର: ସବୁ ରେକର୍ଡ ଭାଙ୍ଗିଲା ସୁନ୍ଦରଗଡ । କରୋନା ସଂକ୍ରମଣ ଯେଉଁ ହାରରେ ଏଠାରେ ବଢୁଛି ତାହା ରାଜ୍ୟବସୀଙ୍କ ଚିନ୍ତା ବଢାଇଛି । ଲଗାତାର ଦୈନିକ କରୋନା ସଂକ୍ରମଣ ତାଲିକାର ଉପରେ ଥିବା ସୁନ୍ଦରଗଡରୁ ଆଜି ରେକର୍ଡ ସଂଖ୍ୟକ ସଂକ୍ରମିତଙ୍କୁ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ଗତକାଊି ୨୨୬୭

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାର ୧୨ଟି ଜିଲ୍ଲାରେ ଝଡତୋଫାନ ହେବାର ଆଶଙ୍କା

ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାର ୧୨ଟି ଜିଲ୍ଲାରେ ଝଡତୋଫାନ ସହ ବଜ୍ରପାତ ହେବାର ଆଶଙ୍କା ରହିଛି । ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଏହି ଜିଲ୍ଲା ଗୁଡିକ ହେଲା – କୋରାପୁଟ , ମାଲକାନଗିରି , ନବରଙ୍ଗପୁର , କଳାହାଣ୍ଡି , ନୂଆପଡା, ବରଗଡ,

ବନ୍ଦ ହୋଇପାରେ ପିପିଲି ଉପନିର୍ବାଚନ

ଭୁବନେଶ୍ୱର: ଆସନ୍ତା ୧୭ ତାରିଖ ପିପିଲି ଉପନିର୍ବାଚନ ପାଇଁ ଭୋଟ୍ ଗ୍ରହଣ କରାଯାଇଥା’ନ୍ତା । ନିର୍ବାଚନକୁ ମାତ୍ର ୩ ଦିନ ବାକି ଥିବା ବେଳେ, ଆଜି କଂଗ୍ରେସ୍ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ ହୋଇଯାଇଛି । ଯାହା ଫଳରେ ପିପିଲି ନିର୍ବାଚନ ବନ୍ଦ ହୋଇପାରେ ବୋଲି ଚର୍ଚ୍ଚା ଯୋର ଧରିଛି

ଭାରତ-ପାକିସ୍ତାନର ସମ୍ପର୍କରେ ତିକ୍ତତା ଆଗକୁ ଆହୁରି ପଢ଼ିପାରେ!

ୱାଶିଂଟନ: ଭାତର ପୂରାତନ ଶତୃ ଦେଶ ପାକିସ୍ତାନ ସହିତ ଆଗକୁ ତିକ୍ତତା ଆହୁରି ଉଗ୍ର ରୂପ ଧାରଣ କରିବ । ପାକିସ୍ତାନୀ ପ୍ରୋଭୋକେସନ୍ର ଜବାବ ଦେବାକୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହୁରି ଅଧିକ ସାମାରିକ ପଦକ୍ଷେପ ନେବେ। ପୂର୍ବରୁ ଭାରତ ପଡ଼ୋଶୀ ପାକିସ୍ତାନ ବିରୋଧରେ ନେଇଥିବା ସାମରିକ

କଟକ ଏସ୍‌ସିବିରୁ କିପରି ଫେରାର ହେଲା ହାଇଦର୍‌; ପଢ଼ନ୍ତୁ ପୁରା ଖବର

କଟକ: ଦୁର୍ଦ୍ଦାନ୍ତ ଗ୍ୟାଙ୍ଗଷ୍ଟାର ହାଇଦର ଫେରାର ହେବା ଘଟଣା ଏବେ ବହୁ ଚର୍ଚ୍ଚାର ବିଷୟ ପଲଟିଛି । ଜଣେ ରିକ୍ସା ଚାଳକରୁ ନିଜର ପରିଚୟ ସୃଷ୍ଟିକରି ଅପରାଧ ଦୁନିଆକୁ ଆସିଥିବା ହାଇଦର ଧିରେ ଧିରେ ଗ୍ୟାଙ୍ଗଷ୍ଟାର ପାଲଟି ଯାଇଥିଲା । ଗିରଫ୍ ହେଲାପରେ ସମ୍ବଲପୁର ଜେଲ୍‌ରେ ସଜ୍ଜା କାଟୁଥିବା