ପ୍ରବାସୀ ବସ୍-ଟ୍ରକ୍ ମୁହାଁମୁହିଁ ଧକ୍କା

କଟକ: କଟକ ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ଟାଙ୍ଗୀ ବାଇପାସ ନିକଟରେ ପ୍ରବାସୀ ଓଡିଆଙ୍କୁ ନେଇ ଆସୁଥିବା ବସ୍ ଏକ ଟ୍ରକ୍ ସହ ମୁହାଁ ମୁହିଁ ଧକ୍କା ହେବା ଫଳରେ ଟ୍ରକ୍ ଚାଳକଙ୍କ ମୃତ୍ୟୁ ହେବା ସହ ବସରେ ଥିବା ପ୍ରବାସୀ ଆହତ ହୋଇଛନ୍ତି । ମୃତ ଚାଳକଙ୍କ ପରିଚୟ ଅସ୍ପଷ୍ଟ ରହିଛି ।…

କୋଭିଡ୍ ଗାଇଡଲାଇନ୍; ଆନ୍ତଃ ରାଜ୍ୟ ବସ୍ ଚଳାଚଳ ଠପ୍, ୫୦ ପ୍ରତିଶତ କର୍ମଚାରୀରେ ଚାଲିବ ଅଫିସ୍

ଭୁବନେଶ୍ୱର: ରାଜ୍ୟରେ କୋଭିଡ୍ ସଂକ୍ରମିତ ମାମଲା ବୃଦ୍ଧି ପାଇବା ପରେ ରାଜ୍ୟ ସରକାର ରାଜ୍ୟବ୍ୟାପୀ ନାଇଟ୍ କର୍ଫ୍ୟୁ ଘୋଷଣା କରିଛନ୍ତି। ପଶ୍ଚିମଓଡ଼ିଶାର ୧୦ଟି ଜିଲ୍ଲାରେ ନାଇଟକର୍ଫ୍ୟୁ ସମେତ ସାପ୍ତାହିକ ଶଟଡାଉନ୍ ଏବଂ ଅନ୍ୟ ୨୦ଟି ଜିଲ୍ଲାରେ ନାଇଟ୍ କର୍ଫ୍ୟୁ ଲାଗୁ କରିବା ସହ ଆନ୍ତଃ ରାଜ୍ୟ…

ରାଜ୍ୟକୁ ପୁଣି ଫେରିଲା ଶଟ୍ଡାଉନ୍ ଓ ନାଇଟ୍ କର୍ଫ୍ୟୁ

ଭୁବନେଶ୍ୱର: ରାଜ୍ୟରେ କୋଭିଡ୍ ସଂକ୍ରମଣ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଇବା ପରେ ରାଜ୍ୟ ସରକାର ଆସନ୍ତାକାଲିଠୁ ରାଜ୍ୟବ୍ୟାପୀ ନାଇଟ୍ କର୍ଫ୍ୟୁ ଲାଗୁ କରିଛନ୍ତି। ଏହାସହିତ ଛତିଶଗଡ଼ ସୀମାବର୍ତ୍ତୀ ୧୦ଟି ଜିଲ୍ଲାରେ ସାପ୍ତାହିକ ଶଟଡାଉନ୍ ସହ ସନ୍ଧ୍ୟା ୬ରୁ ସକାଳ ୫ଟା ପର୍ଯ୍ୟନ୍ତ ଏବଂ ଅନ୍ୟ…

ସଲମନ୍ ବିବାହ କରିଲେ ନାହିଁ କାହିଁକି ?

ମୁମ୍ବାଇ: ବଲିଓଡ଼ର ସୁପରଷ୍ଟାର ଯାହାଙ୍କୁ ଦବଙ୍ଗ ଖାନ୍ ବୋଲି ସମସ୍ତେ ଜାଣନ୍ତି । ସେହି ଦବଙ୍ଗ ଖାନ୍‌ଙ୍କ ବିବାହକୁ ନେଇ ସବୁବେଳେ ପ୍ରଶଂସକମାନେ ଉତ୍ସାହିତ ଥା’ନ୍ତି । ରିଲ୍ ଲାଇଫ୍‌ରେ ଅନେକ ଥର ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ମଧ୍ୟ ରିୟଲ୍ ଲାଇଫରେ ସେ ଏ ପର୍ଯ୍ୟନ୍ତ ବ୍ୟାଚେଲର୍…

ନଦୀରେ ବୁଡ଼ି ଭାଇ ଭଉଣୀ ମୃତ

ଭଦ୍ରକ: ଭଦ୍ରକ ଜିଲା ଧାମନଗର ବ୍ଲକ ସୋହଡା ପଞ୍ଚାୟତସ୍ଥିତ ବୈତରଣୀ ନଦୀରେ ବୁଡ଼ି ଗୁରୁବାର ଭାଇ ଭଉଣୀଙ୍କ ମୃତ୍ୟୁ ଘଟିଛି। ବୈତରଣୀ ନଦୀ ଭିତରେ ବ୍ରିଜ ପାଇଁ ଖୋଳା ଯାଇଥିବା ଗାତରେ ପଡ଼ି କଅଁଳ ଭାଇଭଉଣୀଙ୍କ ଜୀବନ ଚାଲିଯାଇଛି। ମୃତ ଦୁଇ ଶିଶୁ ଧାମନଗନର ଥାନା ଅନ୍ତର୍ଗତ ସୋହଡ଼ା ଗ୍ରାମର…

ଦିଲ୍ଲୀ ରାଜରାସ୍ତାରେ ବୁଲୁଛନ୍ତି ଯମରାଜା ଓ ଯମଦୂତ

ନୂଆଦିଲ୍ଲୀ: ମହାମାରୀ କରୋନା ସଂକ୍ରମଣ ଦେଶରେ ପୁଣି ଥରେ ଆତଙ୍କ ସୃଷ୍ଟି କରିଛି । ଯାହାକି ଏହି ଅଳ୍ପ ଦିନ ମଧ୍ୟରେ ଅନେକ ଧନ ଜୀବନ ମଧ୍ୟ ଯାଇସାରିଲାଣି । ତଥାପି ଲୋକମାନେ କୋଭିଡ୍ କଟକଣାକୁ ଖାତିର ନକରି ବିନା ମାସ୍କରେ ବାହାରେ ବିଲୁଛନ୍ତି । ତେଶୁ ଲୋକମାନଙ୍କୁ କରୋନା କଟକଣା ପାଳନ ଓ…

ଏଥର ବିନା ପରୀକ୍ଷାରେ ପାସ୍‌ କରିବେ ମାଟ୍ରିକ୍‍ ଛାତ୍ରଛାତ୍ରୀ : ପଞ୍ଜାବ ସରକାରଙ୍କ

ଚଣ୍ଡିଗଡ଼: ପଞ୍ଜାବରେ ବୃଦ୍ଧିପାଉଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗୁରୁବାର ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହ ଉଚ୍ଚାଧିକାରୀଙ୍କ ସହ ସମୀକ୍ଷା ବୈଠକ କରି ଏକ ବଡ଼ ଘୋଷଣା କରିଛନ୍ତି। ପଞ୍ଚମ, ଅଷ୍ଟମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କୁ ବିନା ପରୀକ୍ଷାରେ ଉପର ଶ୍ରେଣୀକୁ…

ନାସା ପ୍ରତିଯୋଗିତାରେ ଓଡ଼ିଆ ଛାତ୍ରଙ୍କ କମାଲ୍‌

ଗୁଣୁପୁର: ମହାକାଶ ଗବେଷଣା ସଂସ୍ଥା ନାସା ପକ୍ଷରୁ କରାଯାଇଥିବା ଏକ କୁଇଜ ପ୍ରତିଯୋଗିତାରେ ରାୟଗଡା ଜିଲ୍ଲା ଗୁଣୁପୁର ଉଠା ଜଳସେଚନ କଲୋନୀର ଯୁକ୍ତ ଦୁଇ ଛାତ୍ର ଜୟରାମ ଗୌଡ଼ ସଫଳତା ହାସଲ କରିଛନ୍ତି। ଅନଲାଇନରେ କରାଯାଇଥିବା ଏହି ପ୍ରତିଯୋଗିତାରେ ମୋଟ ୩୦୦ ମାର୍କର ପରୀକ୍ଷା ହୋଇଥିବା ବେଳେ…

ସ୍ୱେରେଜ ଚାମ୍ବରରେ ଫସି ୨ ମୃତ ଜଣେ ଗୁରୁତର

କଟକ: ଗୁରୁବାର କଟକ ସ୍ଥିତ ସିଡିଏ ସେକ୍ଟର ୧୦ରେ ସ୍ୱେରେଜ୍ ଲାଇନ୍ କାମ ଚାଲିଥିବା ବେଳେ ଏକ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ସ୍ୱେରେଜ୍ ଚାମ୍ବରରେ ଫସିଯିବାରୁ ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ଗୁରୁତର ଜଣଙ୍କୁ ଚିକିତ୍ସା ପାଇଁ କଟକ ବଡ଼ ମେଡ଼ିକାଲ୍‌ରେ…

ରାଜ୍ୟରେ ସମସ୍ତ ବୋର୍ଡ ପରୀକ୍ଷାକୁ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ରାଜ୍ୟରେ ସମସ୍ତ ବୋର୍ଡ ପରୀକ୍ଷାକୁ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦଶମ ଓ ଦ୍ୱାଦଶ ପରୀକ୍ଷାକୁ ସ୍ଥଗିତ ରଖିବାକୁ ମୁଖ୍ୟମନ୍ତ୍ରୀ ଆଜି ନିର୍ଦ୍ଦେଶ ଦେଇଛନ୍ତି।ବର୍ତ୍ତମାନର କରୋନା ମହାମାରୀ ପରିପ୍ରେକ୍ଷୀରେ ଛାତ୍ରଛାତ୍ରୀ ମାନଙ୍କର…