ଓଡ଼ିଶା ସାମ୍ବାଦିକ ସଂଗଠନ ପକ୍ଷରୁ ପଣାସଂକ୍ରାନ୍ତିରେ ମାଗଣା ଦହିପଣା ବଂଟନ

ଜଗତସିଂହପୁର: ଗତ ୧୪ ତାରିଖ ମହା ବିଷୁବ ପଣା ସଂକ୍ରାନ୍ତି ଓ ଓଡ଼ିଆ ନବବର୍ଷ ଉପଲକ୍ଷେ ଓଡ଼ିଶା ସାମ୍ବାଦିକ ସଂଗଠନ ପକ୍ଷରୁ ତିର୍ତ୍ତେଲ ଶାରଳା ରୋଡଠାରେ ମାଗଣା ଦହିଣା ବଣ୍ଟନ କରାଯାଇଥିଲା । ଏହି ପବିତ୍ର ପଣା ସଂକ୍ରାନ୍ତିରେ ଓଡ଼ିଆ ନବନର୍ଷ ନିମନ୍ତେ ସମସ୍ତ ଜିଲ୍ଲାବାସୀ ଭାଇ ଓ ଭଉଣୀ…

୧୨୦ ଘଣ୍ଟାର ଦୁଇଟି ବଡ ଘଟଣା

ବିଗତ ୧୨୦ ଘଂଣ୍ଟା ମଧ୍ୟରେ ରାଜ୍ୟରେ ଦୁଇଟି ବଡ ଅଘଟଣ ଘଟିଛି । ପ୍ରଥମଟି ହେଲା ଏପ୍ରିଲ ୧୪ ବୁଧବାର ଅଜିତ ମଙ୍ଗରାଜଙ୍କ ପରଲୋକ ଘଟିଛି । ସେ ଥିଲେ ପିପିଲି ବିଧାନସଭା ଆସନ ପାଇଁ ହେଉଥିବା ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ । ଆଉ ଦୁଇ ଦିନ ପରେ ଏହି ଆସନରେ ଭୋଟ ଗ୍ରହଣ କରାଯାଇଥାନ୍ତା ।…

କରୋନା ସଂକ୍ରମଣ: ସବୁ ରେକର୍ଡ ଭାଙ୍ଗିଲା ସୁନ୍ଦରଗଡ

ଭୁବନେଶ୍ୱର: ସବୁ ରେକର୍ଡ ଭାଙ୍ଗିଲା ସୁନ୍ଦରଗଡ । କରୋନା ସଂକ୍ରମଣ ଯେଉଁ ହାରରେ ଏଠାରେ ବଢୁଛି ତାହା ରାଜ୍ୟବସୀଙ୍କ ଚିନ୍ତା ବଢାଇଛି । ଲଗାତାର ଦୈନିକ କରୋନା ସଂକ୍ରମଣ ତାଲିକାର ଉପରେ ଥିବା ସୁନ୍ଦରଗଡରୁ ଆଜି ରେକର୍ଡ ସଂଖ୍ୟକ ସଂକ୍ରମିତଙ୍କୁ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ଗତକାଊି ୨୨୬୭…

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାର ୧୨ଟି ଜିଲ୍ଲାରେ ଝଡତୋଫାନ ହେବାର ଆଶଙ୍କା

ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାର ୧୨ଟି ଜିଲ୍ଲାରେ ଝଡତୋଫାନ ସହ ବଜ୍ରପାତ ହେବାର ଆଶଙ୍କା ରହିଛି । ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଏହି ଜିଲ୍ଲା ଗୁଡିକ ହେଲା – କୋରାପୁଟ , ମାଲକାନଗିରି , ନବରଙ୍ଗପୁର , କଳାହାଣ୍ଡି , ନୂଆପଡା, ବରଗଡ,…

ବନ୍ଦ ହୋଇପାରେ ପିପିଲି ଉପନିର୍ବାଚନ

ଭୁବନେଶ୍ୱର: ଆସନ୍ତା ୧୭ ତାରିଖ ପିପିଲି ଉପନିର୍ବାଚନ ପାଇଁ ଭୋଟ୍ ଗ୍ରହଣ କରାଯାଇଥା’ନ୍ତା । ନିର୍ବାଚନକୁ ମାତ୍ର ୩ ଦିନ ବାକି ଥିବା ବେଳେ, ଆଜି କଂଗ୍ରେସ୍ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ ହୋଇଯାଇଛି । ଯାହା ଫଳରେ ପିପିଲି ନିର୍ବାଚନ ବନ୍ଦ ହୋଇପାରେ ବୋଲି ଚର୍ଚ୍ଚା ଯୋର ଧରିଛି…

ଭାରତ-ପାକିସ୍ତାନର ସମ୍ପର୍କରେ ତିକ୍ତତା ଆଗକୁ ଆହୁରି ପଢ଼ିପାରେ!

ୱାଶିଂଟନ: ଭାତର ପୂରାତନ ଶତୃ ଦେଶ ପାକିସ୍ତାନ ସହିତ ଆଗକୁ ତିକ୍ତତା ଆହୁରି ଉଗ୍ର ରୂପ ଧାରଣ କରିବ । ପାକିସ୍ତାନୀ ପ୍ରୋଭୋକେସନ୍ର ଜବାବ ଦେବାକୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହୁରି ଅଧିକ ସାମାରିକ ପଦକ୍ଷେପ ନେବେ। ପୂର୍ବରୁ ଭାରତ ପଡ଼ୋଶୀ ପାକିସ୍ତାନ ବିରୋଧରେ ନେଇଥିବା ସାମରିକ…

କଟକ ଏସ୍‌ସିବିରୁ କିପରି ଫେରାର ହେଲା ହାଇଦର୍‌; ପଢ଼ନ୍ତୁ ପୁରା ଖବର

କଟକ: ଦୁର୍ଦ୍ଦାନ୍ତ ଗ୍ୟାଙ୍ଗଷ୍ଟାର ହାଇଦର ଫେରାର ହେବା ଘଟଣା ଏବେ ବହୁ ଚର୍ଚ୍ଚାର ବିଷୟ ପଲଟିଛି । ଜଣେ ରିକ୍ସା ଚାଳକରୁ ନିଜର ପରିଚୟ ସୃଷ୍ଟିକରି ଅପରାଧ ଦୁନିଆକୁ ଆସିଥିବା ହାଇଦର ଧିରେ ଧିରେ ଗ୍ୟାଙ୍ଗଷ୍ଟାର ପାଲଟି ଯାଇଥିଲା । ଗିରଫ୍ ହେଲାପରେ ସମ୍ବଲପୁର ଜେଲ୍‌ରେ ସଜ୍ଜା କାଟୁଥିବା…

ପୁଣି ଗାଁ ମୁହାଁ ପ୍ରବାସୀ ଶ୍ରମିକ

ମୁମ୍ବାଇ: ଦେଶରେ ମହାମାରୀ କରୋନା ଭୂତାଣୁ ସଂକ୍ରମଣ ଦିନକୁ ଦିନ ରେକର୍ଡ ଭାଙ୍ଗୁଥିବା ବେଳେ ଲକ୍ଡାଉନ୍ ଆଶଙ୍କାରେ ପ୍ରବାସୀ ଶ୍ରମିକ ମାନେ ଏବେ ଗାଁ ମୁହାଁ ହୋଇଛନ୍ତି । ବିଶେଷ କରି ମହାରାଷ୍ଟ୍ର, ଦିଲ୍ଲୀ, କେରଳରେ କାମ କରୁଥିବା ପ୍ରବାସୀ ଶ୍ରମିକମାନେ ଏବେ ନିଜ ନିଜ ଜନ୍ମସ୍ଥାନକୁ ଫେରିବା…

ବଡଗାଁ ଲକ୍ଡାଉନ୍

ସୁନ୍ଦରଗଡ: ସୁନ୍ଦରଗଡ ଜିଲ୍ଲା ବଡଗାଁ ପଞ୍ଚାୟତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବା ଓ ଗତ ଦୁଇ ଦିନରେ ୨ଜଣ ସଂକ୍ରମିତଙ୍କ ମୃତ୍ୟୁ ପରେ ପଞ୍ଚାୟତରୁ ୩ଦିନ ପାଇଁ ଲକ୍ଡାଉନ୍ ଘୋଶଣା କରିଛନ୍ତି । ଆସନ୍ତା ୧୫ ରୁ ୧୭ ତାରିଖ ଯାଏଁ ସମସ୍ତ ଦୋକାନବଜାର, ବ୍ୟବସାୟିକ ପ୍ରତିଷ୍ଠାନ ସହ…

ସ୍ଥିତି ଅସମ୍ଭାଳ

ଦିନକରେ ୧ଲକ୍ଷ ୮୪ହଜାର ପଜିଟିଭ୍ ନୂଆଦିଲ୍ଲୀ: ଦେଶରେ ୧ଲକ୍ଷ ୮୪ ହଜାର ୩୭୨ ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି ଏହି ସମୟ ମଧ୍ୟରେ ୧,୦୨୭ ଜଣଙ୍କ ମୃତ୍ୟୁ ଘଟିଛି । ଗତ ପ୍ରାୟ ୬ ମାସ ପରେ ପ୍ରଥମ ଥର ପାଇଁ ଆଜି ଦୈନିକ ମୃତ୍ୟୁ ସଂଖ୍ୟା ୧୦୦୦ ଡେଇଁଛି ।…