ସରକାରୀ ହସ୍ପିଟାଲ୍ରୁ ୩୨୦ କୋଭାକ୍ସିନ୍ ଚୋରି
ଜୟପୁର: ମହାମାରୀ କରୋନା ପ୍ରକୋପ ଦିନକୁ ଦିନ ବଢ଼ି ଚାଲିଥିବା ବେଳେ, ଦେଶରେ ଟିକାର ଅଭାବ ମୁଣ୍ଡବ୍ୟଥାର କାରଣ ପାଲଟିଛି । ଏପରିସ୍ଥିତି ମଧ୍ୟରେ ରାଜସ୍ଥାନ ଜୟପୁରରୁ ଏକ ନିନ୍ଦନିୟ ଘଟଣା ସାମ୍ନାକୁ ଆସିଛି, ଯାହାକି ଏକ ସରକାରୀ ହସ୍ପିଟାଲ୍ରୁ ୩୨୦ଟି କୋଭାକ୍ସିନ୍ ଡୋଜ୍ ଚୋରି ହୋଇଛି । ଏନେଇ!-->…