ଚମ୍ପାହାଟ ଡିହସାହିରେ ଚମକିଲା ବିଜେଡିର ପ୍ରତିଷ୍ଠା ଦିବସ

ଏରସମା : ବାଲିକୁଦା ଏରସମା ନିର୍ବାଚନ ମଣ୍ଡଳୀର ଚମ୍ପାହାଟ ଡିହସାହିରେ ବିଜେଡିର ୨୯ତମ ପ୍ରତିଷ୍ଠା ଦିବସ ଶୁକ୍ରବାର ପୂର୍ବାହ୍ନ ରେ ପାଳିତ ହୋଇଛି। ରାଜ୍ୟରେ ବିଜେଡ଼ି ସରକାର ଶାସନରେ ନ ଥିଲେ ମଧ୍ୟ ବହୁସଂଖ୍ୟାରେ ବିଜେଡ଼ି କର୍ମୀ ନବୀନ ପଟନାୟକଙ୍କୁ ଭଲ ପାଉଥିବାର ପ୍ରମାଣ ଦେଖିବାକୁ

କୋରାପୁଟ ଜିଲ୍ଲାରେ ଭାରତୀୟ ଷ୍ଟେଟ ବ୍ୟାଙ୍କର ଶାଖା ଉଦଘାଟନ

ଜୟପୁର: ୨୪ ଡିସେମ୍ବର ୨୦୨୫ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ପକ୍ଷରୁ ଆଞ୍ଚଳିକ ବ୍ୟାଙ୍କିଂ ସେବାକୁ ଆହୁରି ସୁଦୃଢ଼ କରିବା ଉଦ୍ଦେଶ୍ୟରେ କୋରାପୁଟ ଜିଲ୍ଲାର ତିନୋଟି ଶାଖାର ଲୋକାର୍ପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ଅବସରରେ ଷ୍ଟେଟ୍ ବ୍ୟାଙ୍କର ସାଧାରଣ ପରିଚାଳକ ଶ୍ରୀ ଏଡି ରତ୍ନ ତେଜା,

ସକ୍ଷମ ପଞ୍ଚାୟତ ଓ ଵିକଶିତ ଭାରତ(ଜିରାମଜି) ସମ୍ପର୍କିତ ସ୍ୱତନ୍ତ୍ର ଗ୍ରାମସଭା

ଚମ୍ପୁଆ: ଚମ୍ପୁଆ ବ୍ଲକ ଅନ୍ତର୍ଗତ ରଜିଆ ଗ୍ରାମପଞ୍ଚାୟତ ଠାରେ ଆଜି ସକ୍ଷମ ପଞ୍ଚାୟତ ଓ ବିକଶିତ ଭାରତ (ଜିରାମଜି) ସମ୍ପର୍କିତ ଏକ ସ୍ଵତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ହୋଇଯାଇଛି।ରଜିଆ ସରପଞ୍ଚ ସନ୍ତୋଷ ନାଏକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସକ୍ଷମ ପଞ୍ଚାୟତ ଓ ବିକଶିତ ଭାରତ ଗ୍ରାମସଭାରେ

କାଲିମେଳା ଅବକାରୀ ଅଫିସ ଘେରିଲେ ତିନି ପଞ୍ଚାୟତର ମହିଳା

କାଲିମେଳା : କାଲିମେଳା ଅନ୍ତର୍ଗତ ପଶୁଗୁଡା ନିକଟରେ ଥିବା ଅବକାରୀ ଅଫିସ ଘେରିଲେ ତିନି ପଞ୍ଚାୟତର ଶତାଧିକ ମହିଳା ଓ ସରପଞ୍ଚ। ବେନିୟମ ଭାବରେ ଖାଲି ଡ୍ରମ ପାଖରେ ବସାଇ ଫୋଟ ଉଠାଇ ଆଣି ନିରିହ ଆଦିବାସୀ ଲୋକଙ୍କ ନାମରେ ମାମଲା ଦାଏର କରିବା ବିରୋଧରେ ଆଜି ଏହି ଘେରାଉ ହୋଇଥିବା ଦେଖିବାକୁ

ବ୍ୟାସ ପ୍ରିଣ୍ଟ ମିଡିଆ ସଂଘର ସପ୍ତମ ବାର୍ଷିକ ଉତ୍ସବ: ସାମ୍ବାଦିକ ମାନେ ସମାଜର ଜାଗ୍ରତ ପ୍ରହରୀ

ବ୍ୟାସ ନଗର : ସାମ୍ବାଦିକ ମାନେ ସମାଜ ର ଜାଗ୍ରତ ପ୍ରହରୀ, ସାମ୍ବାଦିକ ମାନଙ୍କ କଲମ ମୁନ ଖଣ୍ଡା ଠାରୁ ଶକ୍ତିଶାଳୀ, ଗଣତନ୍ତ୍ରର ରକ୍ଷକ ଗଣ ମାଧ୍ୟମ, ସାମ୍ବାଦିକମାନେ ବିଭିନ୍ନ ସମସ୍ୟା ଓ ସରକାର ଙ୍କ ଦୋଷ ତ୍ରୁଟି କୁ ସାମ୍ନାକୁ ଆଣିଛନ୍ତି ଓ ସମାଜକୁ ଦିଗ ଦର୍ଶନ ଦେଇଥାନ୍ତି। ତେଣୁ

ଜିଲ୍ଲାର ବିକାଶରେ ଯୋଡ଼ିହେବ ‘ତୁଳସୀ ପାହାଡ଼ ରାସ୍ତା’

ବିଭିନ୍ନ ପ୍ରତିବନ୍ଧକ ସହି କାମ କରୁଛି ଠିକା ସଂସ୍ଥା ମାଟି ପାଲ ଛପର ଅଙ୍ଗନୱାଡ଼ି କେନ୍ଦ୍ର ରେ ଅଟକି ରହିଛି କୋମଳ ମତି ପିଲାଙ୍କ ଭବିଷ୍ୟତ ମାଲକାନଗିରି: ମାଲକାନଗିରି ଜିଲ୍ଲା ମାଥିଲି ବ୍ଳକ ଅନ୍ତର୍ଗତ ଟେମୃପାଲ୍ଲୀ ପଞ୍ଚାୟତର ତୁଳସୀ ଗାଁ। ଗାଁର ଚତୁଃପାର୍ଶ୍ଵରେ ଘେରି ରହିଛି ପାହାଡ଼।

ଧରାପଡିଲା କୁମ୍ଭୀର; ଖୋଜିବାରେ ନାକେଦମ ହୋଇଥିଲା ବନ ବିଭାଗ

କାଲିମେଳା: ବନବିଭାଗ କୁମ୍ଭୀର ଖୋଜିବାରେ ନାକେଦମ ହେଲେଣି। ଡ୍ରୋନ କ୍ୟାମେରାରେ କୁମ୍ଭୀର ଦୃଶ୍ୟ ଦେଖିବା ପରେ ପୋଖରୀରେ ଜାଲ ପକାଇ କୁମ୍ଭୀର ଧରିବା ପାଇଁ ବନ ବିଭାଗ ଉଦ୍ୟମ ଜାରି ରଖିଥିଲା । ଆଜି ଧରାପଡିଲା କୁମ୍ଭୀର । ମାଲକାନଗିରି ଜିଲ୍ଲା ମୋଟୁ ବନାଞ୍ଚଳ ଅନ୍ତର୍ଗତ ଏମ.ଭି-୮୩ ଗ୍ରାମରେ

ସ୍ୱାସ୍ଥ୍ୟ କେନ୍ଦ୍ର ଭିତରେ ଧସେଇ ପଶିଲା ବର୍ଷାପାଣି

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଲଗାଣ ବର୍ଷା ଜାରି ରହିଛି। ଲଗାଣ ବର୍ଷା ରେ ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନରେ ବର୍ଷା ପାଣିରେ ଲୋକେ ନାହିଁ ନଥିବା ସମସ୍ୟାରେ ସମ୍ମୁଖିନ ହେଉଛନ୍ତି। ଏହାରି ଭିତରେ ଜିଲ୍ଲାର ଚିତ୍ରକୋଣ୍ଡା ଯୋଡ଼ାମ୍ବ  ସ୍ୱାସ୍ଥ୍ୟ କେନ୍ଦ୍ରରୁ ଆସିଛି ଏକ

ମର୍ମନ୍ତୁକ ସଡ଼କ ଦୁର୍ଘଟଣାରେ ଜଣେ ମୃତ, ଦୁଇ ଜଣ ଗୁରୁତର

କାଲିମେଳା : ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଏମ.ଭି-୯୦ ଗ୍ରାମ ଠାରୁ ଫାର୍ମକଲୋନୀ ମୁଖ୍ୟ ରାସ୍ତାରେ ଏକ ମର୍ମନ୍ତୁକ ସଡ଼କ ଦୁର୍ଘଟଣା ଘଟିଛି । ଫାର୍ମକଲୋନୀ ରାସ୍ତାରେ ସ୍କୁଟି କୁ ଧକ୍କା ଦେଲା ବୋଲେରୋ,ଫଳରେ ଜଣଙ୍କରମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି ।

କେମସ୍ ର ଉତ୍ତୀର୍ଣ୍ଣ ମେଧା ପ୍ରତିଭାଙ୍କୁ ସିଵିଏସଇ ଦ୍ଵାରା ସମ୍ବର୍ଦ୍ଧିତ

ଚମ୍ପୁଆ: କେରଳା ଇଂରାଜୀ ମାଧ୍ୟମ ବିଦ୍ୟାଳୟ ର ସିଵିଏସଇ ଦଶମ ଓ ଦ୍ଵାଦଶ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖି ଟପର ହୋଇଥିବା ଛାତ୍ର ଛାତ୍ରୀ ମାନଙ୍କୁ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ସିଵିଏସଇ  ଦ୍ଵାରା ସମ୍ବର୍ଦ୍ଧିତ କରାଯାଇଛି । ସିଵିଏସଇ ଭୁବନେଶ୍ବର ସର୍କଲ ଅଧିନରେ ଥିବା ବିଭିନ୍ନ ସ୍କୁଲର