ପ୍ରଧାନମନ୍ତ୍ରୀ ଆବାସ ନ ପାଇ ପଲିଥିନ ତଳେ ଦୈତାରିଙ୍କ ପରିବାର
ବାରିପଦା : ଗରୀବ ଲୋକଙ୍କ ସୁବିଧା ପାଇଁ ସରକାର ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଅସୁମାରୀ ଯୋଜନା କରିଥିବା ବେଳେ ସେହି ଜନହିତକର ଯୋଜନା ଗୁଡିକ ବାସ୍ତବରେ କେତେଦୂର ତୃଣମୂଳ ସ୍ତରରେ ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ପହଂଚୁଛି ତାହା ସମୀକ୍ଷା କରିବା ଦରକାର । ନଚେତ ସରକାରଙ୍କ ଉଦେଶ୍ୟ କାଗଜ!-->…