ସତର୍କତା ଏବଂ ସଚେତନତା ହିଁ କରୋନାକୁ ରୋକିବାର ଶ୍ରେଷ୍ଠ ଉପାୟ: ମୁଖ୍ୟମନ୍ତ୍ରୀ

ଭୁୁବନେଶ୍ୱର : ସତର୍କତା ଏବଂ ସଚେତନତା ହିଁ କରୋନାକୁ ରୋକିବାର ଶ୍ରେଷ୍ଠ ଉପାୟ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ ଟ୍ୱିଟ କରି କହିଛନ୍ତି ଯେ - ଦେଶରେ ବୃଦ୍ଧି ପାଉଥିବା କରୋନାର ଦ୍ୱିତୀୟ ଲହର ପୁଣିଥରେ ଆମ ସମସ୍ତଙ୍କ ପାଇଁ ଏକ ବଡ଼ ଆହ୍ୱାନ ଭାବେ ଉଭା ହୋଇଛି । ଆମର…

ପିପିଲିରେ ନିର୍ବାଚନୀ ହିଂସା

ପିପିଲି: ପିପିଲି ଉପନିର୍ବାଚନ ଭୋଟକୁ ଆଉ ମାତ୍ର ଦିନ କେଇଟା ବାକି । ହେଲେ ଏହି ସମୟରେ ପିପିଲିରେ ଦେଖିବାକୁ ମିଳିଛି ନିର୍ବାଚନୀ ହିଂସା । ଗତକାଲି ପିପିଲିରେ ବିଜେଡି-ବିଜେପି କର୍ମୀ ମୁହାଁମୁହିଁ ହୋଇଥିଲେ । ଯେଉଁଥିରେ ବିଜେପି କର୍ମୀମାନେ ବିଜେଡି କର୍ମୀଙ୍କୁ ଆକ୍ରମଣ କରିଥିବା ନେଇ…

କୋଭିଡର ଦ୍ୱିତୀୟ ଟିକା ନେବାପରେ ଆସିଲା ପଜିଟିଭ ରିପୋର୍ଟ

ଗାନ୍ଧୀନଗର: କାମ କଲାନାହିଁ କୋଭିଡ ଟିକା। ଟିକା ନେବାପରେ ବି ବାହାରିଲା ପଜିଟିଭ। ଏବେ ଗୃହାବଦ୍ଧ ରହିଛନ୍ତି ବ୍ୟକ୍ତିଜଣକ। ସେ ହେଉଛନ୍ତି ସ୍ୱାସ୍ଥ୍ୟ ବିଭାଗର ଜଣେ ଅଧିକାରୀ। ଏହିଭଳି ଏକ ଘଟଣା ଲୋକଲୋଚନକୁ ଆସିଛି ଗୁଜରାଟ ରାଜଧାନୀ ଗାନ୍ଧୀନଗରର ଦେହଗାମ୍‍ ତାଲୁକାରେ।ଦେଶରେ କୋଭିଡ…

ସ୍ତ୍ରୀର ମାଡରେ ସ୍ୱାମୀ ମୃତ

ସୁନ୍ଦରଗଡ: ସୁନ୍ଦରଗଡ ଜିଲ୍ଲା ବାଲିଶଙ୍କରା ବ୍ଲକ ତଳ ସରା ଥାନା ଅନ୍ତର୍ଗତ ଶୁଖାମହାଦେବ ମନ୍ଦିରପଡାରେ ଜଣେ ମହିଳା ତାଙ୍କ ସ୍ୱାମୀଙ୍କୁ ଲୁହା ରଡ୍ରେ ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତ ବ୍ୟକ୍ତିଙ୍କ ନାଁ ପ୍ରକାଶ କୁଜୁରୁ । ତାଙ୍କୁ ୪୫ ବର୍ଷ ହୋଇଥିଲା । ତାଙ୍କ ପତ୍ନୀଙ୍କ ନାଁ…

ଓଡିଶାରେ ୧୩୭୯ ପଜିଟିଭ୍

ଭୁବନେଶ୍ୱର: ଗତ ୨୪ ଘଂଟା ଭିତରେ ରାଜ୍ୟରେ ୧୩୭୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୮୦୮ ଜଣ କ୍ୱାରେଂଟାଇନ୍ରେ ଥିବା ବେଳେ ୫୭୧ ଜଣ ସ୍ଥାନୀୟ ସଂକ୍ରମଣ ବୋଲି ଜଣାପଡିଛି । ମିଳିଥିବା ସୂଚନା ମୁତାବକ ଗତ ୨୪ ଘଂଟାରେ ସୁନ୍ଦରଗଡ ଜିଲ୍ଲାରୁ ସର୍ବାଧିକ ୩୧୭ ଓ ଖୋର୍ଦ୍ଧା…

ଭାବିଥିଲେ ନାଗ, ବାହାରିଲା ଧଣ୍ଡ

ଭୁବନେଶ୍ୱର: ଗତ ଗୁରୁବାର ଭୁବନେଶ୍ୱର ଉପକଣ୍ଠ ସୁନ୍ଦରପଦା ଅଂଚଳରୁ ଉଦ୍ଧାର ହୋଇଥିବା ସାପ ଅଣ୍ଡାକୁ କୃତ୍ରିମ ଉପାୟରେ ବାହାରିଲେ ଧଣ୍ଡ ସାପ ଛୁଆ । ଉଦ୍ଧାର ବେଳେ ସ୍ଥାନୀୟ ଲୋକମାନେ ସେହି ଅଣ୍ଡାକୁ ନାଗ ସାପର ବୋଲି କହୁଥିଲେ । ଉଲ୍ଳେଖଯୋଗ୍ୟ ଏକ ଘର କାମ ପାଇଁ ନିଅଁ ଖୋଲାଯାଉଥିବା ବେଳେ…

କାର୍ ଧକ୍କାରେ ସାମ୍ବାଦିକ ଆହତ

ଭୁବନେଶ୍ୱର: ଆଜି ସାମ୍ବାଦିକ ଅରୁଣ କୁମାର ଦାଶ କାର୍ ଧକ୍କାରେ ଆହତ ହୋଇଛନ୍ତି । କଟକର ଏକ ଘରୋଇ ନର୍ସିଂ ହୋମ୍ରେ ଚିକିତ୍ସିତ ହେଉଥିବା ତାଙ୍କ ନିଜ ଗ୍ରାମବାସୀଙ୍କୁ ଦେଖା କରିବାକୁ ଭୁବନେଶ୍ୱରରୁ ଯାଇଥିଲା ବେଳେ ଏପରି ଘଟିଛିି । ତାଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ ଏସସିବି ମେଡିକାଲ ଓ…

ପ୍ରଧାନମନ୍ତ୍ରୀ ଆବାସ ନ ପାଇ ପଲିଥିନ ତଳେ ଦୈତାରିଙ୍କ ପରିବାର

ବାରିପଦା : ଗରୀବ ଲୋକଙ୍କ ସୁବିଧା ପାଇଁ ସରକାର ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଅସୁମାରୀ ଯୋଜନା କରିଥିବା ବେଳେ ସେହି ଜନହିତକର ଯୋଜନା ଗୁଡିକ ବାସ୍ତବରେ କେତେଦୂର ତୃଣମୂଳ ସ୍ତରରେ ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ପହଂଚୁଛି ତାହା ସମୀକ୍ଷା କରିବା ଦରକାର । ନଚେତ ସରକାରଙ୍କ ଉଦେଶ୍ୟ କାଗଜ…

ରାଜଧାନୀରେ ବଢୁଛି ସଂକ୍ରମଣ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ କରୋନା ସଂକ୍ରମଣ ଦିନକୁ ଦିନ ବଢିବାରେ ଲାଗିଛି । ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି) ଅଂଚଳରୁ ଗତକାଲି ୧୭୧ ଜଣ ଆକ୍ରାନ୍ତ ଚିହ୍ନଟ ହାଇଥିବା ବେଳେ ଆଜି (ରବିବାର)୧୪୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିରୁ ୪୫ ଜଣ କ୍ୱାରେଂଟାଇନ୍ ରେ ଥିବା…

ଟିକା ଅଭାବରୁ ୯୦୦ କେନ୍ଦ୍ର ବନ୍ଦ

ଭୁବନେଶ୍ୱ: ଗତକାଲି ରାଜ୍ୟରେ ୧,୧୩,୫୬୩ ଜଣ ଲୋକଙ୍କର ଟିକାକରଣ କରାଯାଇଛି । ବର୍ତମାନ ସୁଦ୍ଧା ରାଜ୍ୟରେ ମୋଟ୍ ୪,୨୯,୭୦୩୨ ଲୋକଙ୍କୁୁ ଟିକା ଦିଆଯାଇସାରିଲାଣି ବୋଲି ପରିବାର କଲ୍ୟାଣ ନିଦେ୍ର୍ଧଶକ ବିଜୟ ପାଣିଗ୍ରାହୀ କହିଛନ୍ତି । ସେ ଆହୁରି କରିଛନ୍ତି ଯେ, ଗତକାଲି ଆମକୁ ଢେଇ ଲକ୍ଷ…