ଶୂନ ସଞ୍ଚୟ ଖାତାରୁ ବହୁ ବ୍ୟାଙ୍କ ଲୁଟିଲେଣି ୩୦୦ କୋଟି
ନୂଆଦିଲ୍ଲୀ: ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ସମେତ ଅନ୍ୟାନ୍ୟ ବ୍ୟାଙ୍କ ଜିରୋ ଆକାଉଂଟ ବାଲାନ୍ସ କିମ୍ବା ବେସିକ୍ ସେଭିଂସ୍ ବ୍ୟାଙ୍କ ଡିପୋଜିଟ୍ ଆକାଉଂଟରୁ ସର୍ଭିସ ଚାର୍ଜ ବାବଦକୁ ମନଇଚ୍ଛା ଟଙ୍କା ଆଦାୟ କରିଥିବା ଜଣାପଡିଛି । ଯାହାକି ଆରବିଆଇ ନିୟମକୁ ଉଲ୍ଲଂଘନ କରୁଛି । ଆଇଆଇଟି!-->…