ଟ୍ରେନ ଧକ୍କାରେ ଯୁବକଙ୍କ ମୃତ୍ୟୁ
ବାରିପଦା: ଟ୍ରେନ ଧକାରେ ଯୁବକଙ୍କ ମୃତ୍ୟୁ ହୋଇଛି । ଏଭଳି ଭୟଙ୍କର ଓ ଦୁଃଖଦ ଘଟଣା ବାରିପଦା ସହର ଦେଇ ଯାଇଥିବା ସୁନଗଡ଼ିଆ ଗଳା ପୋଲ ରେଳ ଧାରଣା ଉପରେ ଘଟିଛି । ସୂଚନା ଯୋଗ୍ୟ ବୁଧବାର ରାତ୍ରି ୧୦ଟା ୩୦ମିନିଟ ସମୟରେ ଭୁବନେଶ୍ୱର ବାଙ୍ଗିରିପୋଷି ସୁଫରଫାଷ୍ଟ ଟ୍ରେନ ବାରିପଦା ଷ୍ଟେସନ!-->…