ଏମାର ମଠରୁ ପୁଣି ମିଳିଲା ରୁପା ଇଟା

ପୁରୀ: ପୁରୀ ଏମାର ମଠରୁ ପୁଣି ଥରେ ରୁପା ଇଟା ମିଳିଛି। ଏମାର ମଠର ୪ ନମ୍ବର କୋଠରୀରୁ ୮ଖଣ୍ଡ ରୁପା ଇଟା ମିଳିଥିବା ଜଣାପଡ଼ିଛି। ରାଜ୍ୟ ଦେବୋତ୍ତର କମିଶନର ଏମାର ମଠ ମହନ୍ତଙ୍କୁ କ୍ଷମତାଚ୍ୟୁତ କରିବା ପରେ ଗତ ଶୁକ୍ରବାର ନବଗଠିତ ଟ୍ରଷ୍ଟ ବୋର୍ଡ ମଠ ପରିଚାଳନା ଦାୟିତ୍ଵ ଗ୍ରହଣ କରିଥିଲା।…

ରାଜ୍ୟରେ ୨୪ ଘଣ୍ଟାରେ୧୩୭୪ ନୂଆ ସଂକ୍ରମିତ

ଭୁବନେଶ୍ୱର: କରୋନାର ଦ୍ୱିତୀୟ ଲହର ସଂକ୍ରମଣ ଦ୍ରୁତଗତିରେ ମାଡିଚାଲିଛି। ସମଗ୍ର ଦେଶ ଓ ରାଜ୍ୟରେ ମାଡିଚାଲିଛି କରୋନା ସଂକ୍ରମଣ। ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାରେ ନୂଆ ୧୩୭୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସୁନ୍ଦରଗଡ ଜିଲାରେ ସର୍ବାଧିକ ୩୫୫ ଜଣ କରୋନା ସଂକ୍ରମିତଙ୍କୁ ଚିହ୍ନଟ…

ଚଢ଼ାଉ ସମୟରେ ଥାନା ଅଧିକାରୀଙ୍କୁ ହତ୍ୟା

ବିହାରର କିଶନଗଞ୍ଜ ଅଞ୍ଚଳରେ ଏକ ଛାତିଥରା ଘଟଣା ସାମ୍ମାକୁ ଆସିଛି। ଏଠାରେ ଚଢ଼ାଉ ପାଇଁ ଯାଇଥିବା ଜଣେ ଥାନା ଅଧିକାରୀଙ୍କୁ ପିଟି ପିଟି ହତ୍ୟା କରାଯାଇଛି। ଏହି ପୁଲିସ ଅଧିକାରୀ ଜଣକ ଭିଡ ହିଂସାର ଶିକାର ହୋଇଥିବା କୁହାଯାଉଛି। ସୂଚନା ଅନୁସାରେ, କିଶନଗଞ୍ଜ ଟାଉନ ଥାନା ଅଧିକାରୀ ଅଶ୍ଵିନୀ…

ନରୱେ ପ୍ରଧାନମନ୍ତ୍ରୀଙ୍କୁ ଜରିମାନା

ସାରା ବିଶ୍ଵରେ ଏବେ କରୋନା ମହାମାରୀର ପ୍ରକୋପ ଜାରି ରହିଛି। ସଂକ୍ରମଣକୁ ନିୟନ୍ତ୍ରଣ କରିବା ଲାଗି ସବୁ ଦେଶ ଉଦ୍ୟମ ଚଳାଇଛନ୍ତି। ଲକ୍‌ଡାଉନ, ସଟ୍‌ଡାଉନ ଲାଗୁ କରିବା ଭଳି ପଦକ୍ଷେପ ନେଉଛନ୍ତି। କୋଭିଡ ନିୟମ ପାଳନ କରିବାକୁ ସରକାର ନିର୍ଦେଶ ଜାରି କରୁଛନ୍ତି। କିନ୍ତୁ ନରୱେ ପ୍ରଧାନମନ୍ତ୍ରୀ…

ମହାରାଷ୍ଟ୍ରରେ ସପ୍ତାହନ୍ତ ଲକଡାଉନ

ମୁମ୍ବଇ : ଦେଶରେ କରୋନା ୨ୟ ତରଙ୍ଗ ଦ୍ରୁତ ଗତିରେ ବୃଦ୍ଧି ପାଉଛି। କରୋନାର ନୂଆ ପଜିଟିଭ ଓ ମୃତ୍ୟୁ ସଂଖ୍ୟା ଚିନ୍ତା ବଢାଇ ଦେଇଛି। କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ରାଜ୍ୟରେ ସହରମାନଙ୍କରେ ନାଇଟ କର୍ଫ୍ୟୁ ଓ ସମ୍ପୂର୍ଣ୍ଣ ରାଜ୍ୟରେ…

ମୋହନ ଭାଗବତ କରୋନା ସଂକ୍ରମିତ

ନାଗପୁର: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ) ମୁଖ୍ୟ ମୋହନ ଭାଗବତ କରୋନାରେ ସଂକ୍ରମିତ ହୋଇଛନ୍ତି। ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ପରେ ତାଙ୍କଠାରେ କରୋନା ପଜିଟିଭ ଥିବା ଜଣାପଡିଛି। ଏହାପରେ ତାଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ଏକ ହସପିଟାଲରେ ଭର୍ତ୍ତି କରାଯାଇଛି। ଶୁକ୍ରବାର…

ବୟସ୍କମାନେ ମୁକ୍ତ ଭାବରେ ନିଜ ଧର୍ମ ବାଛିପାରିବେ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ବୟସ୍କମାନେ ମୁକ୍ତ ଭାବରେ ନିଜ ଧର୍ମ ବାଛିପାରିବେ। ଏଭଳି ଏକ ଗୁରୁତ୍ଵପୂର୍ଣ୍ଣ ରାୟ ଦେଇଛନ୍ତି ସୁପ୍ରିମକୋର୍ଟ। ଏହା ସହିତ ଧର୍ମ ପରିବର୍ତ୍ତନକୁ ଯାଞ୍ଚ କରିବା ଲାଗି କଠୋର ଆଇନ ଆଣିବା ପାଇଁ ଦାବି କରି ବିଜେପି ନେତା ଅଶ୍ଵିନୀ ଉପାଧ୍ୟାୟଙ୍କ ପକ୍ଷରୁ ଦାୟର ହୋଇଥିବା ଏକ…

ପଶ୍ଚିମବଙ୍ଗରେ ମତଦାନ ବେଳେ ହିଂସା; ୪ ମୃତ

କଲକାତା: ପଶ୍ଚିମବଙ୍ଗରେ ଶନିବାର ୪ର୍ଥ ପର୍ଯ୍ୟାୟ ମତଦାନ ସମୟରେ ଅନେକ ସ୍ଥାନରେ ହିଂସାକାଣ୍ଡ ଘଟିଛି। କୁଚବିହାରର ସିତାଲକୁଚୀରେ ବିଜେପି ଏବଂ ଟିଏମସି କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଗଣ୍ଡଗୋଳ ଘଟିଛି। କୁଇକ ରେସ୍‌ପନ୍ସ ଟିମ୍‌ (କ୍ୟୁଆରଟି) ମତଦାନ କେନ୍ଦ୍ର ନିକଟରେ ପାଟ୍ରୋଲିଂ କରୁଥିବା…

ଜାମ୍ମୁ କାଶ୍ମୀରରେ ୭ ଆତଙ୍କବାଦୀ ନିପାତ

ଶ୍ରୀନଗର: ଶୁକ୍ରବାର ଦିନ ଜାମ୍ମୁ କାଶ୍ୱୀରର ଶୋପିଆନ ଏବଂ ତ୍ରାଲ ଅଞ୍ଚଳରେ ପୃଥକ ପୃଥକ ଘଟଣାରେ ୭ଜଣ ଆତଙ୍କବାଦୀଙ୍କର ପ୍ରାଣହାନି ଘଟିଛି। ସେମାନଙ୍କ ମଧ୍ୟରେ ଅଲ୍‍ କାଏଦା ପ୍ରୋତ୍ସାହିତ ଆତଙ୍କିଗୋଷ୍ଠୀ ଅନସର ଘଜୱତ-ଉଲ-ହିନ୍ଦର ମୁଖ୍ୟ ଇମତିୟାଜ ଶାହ ରହିଥିବା ପୋଲିସ ପକ୍ଷରୁ କୁହାଯାଇଛି।…

ଋଷର ସ୍ପୁଟ୍ନିକ୍-ଭି ଟିକାକୁ ଅନୁମତି ଦେଇପାରନ୍ତି ସରକାର

ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ଲହର ଦେଶରେ କାୟା ବିସ୍ତାର କରିଚାଲିଥିଲା ବେଳେ କେନ୍ଦ୍ର ସରକାର ଋଷ୍ରେ ନିର୍ମିତ କରୋନା ଟିକା ସ୍ପୁଟନିକ ଭି (ସ୍ପୁଟନିକ୍ ଭି)କୁ ଜରୁରୀ କାଳୀନ ବ୍ୟବହାର ପାଇଁ ଅନୁମତି ଦେବା ନେଇ ଗୁରୁତ୍ୱର ସହକାରେ ବିଚାରବିମର୍ଷ କରୁଥିବା ଜଣାଯାଇଛି । ଆଗାମୀ ୧୦ ଦିନ…