ପାରାଦୀପ ବନ୍ଦର ଚୁକ୍ତିଭିତିକ ଶ୍ରମିକଙ୍କ ପାଇଁ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ବ୍ୟବସ୍ଥାର ଶୁଭାରମ୍ଭ
ପାରାଦୀପ : ପାରାଦୀପ ବନ୍ଦର ପ୍ରାଧିକରଣ (ପିପିଏ) ରେ ଚୁକ୍ତିଭିତ୍ତିକ ଶ୍ରମିକ ଓ କର୍ମଚାରୀଙ୍କ ସ୍ୱାସ୍ଥ୍ୟ କଲ୍ୟାଣକୁ ଦୃଷ୍ଟିରେ ରଖି ଶନିବାର ଦିନ ବନ୍ଦର ଚିକିତ୍ସାଳୟ ପରିସରରେ ଏକ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ସେବା କେନ୍ଦ୍ର ଉଦଘାଟିତ ହୋଇଯାଇଛି l ଏହି ଅବସରରେ ବନ୍ଦର ଅଧ୍ୟକ୍ଷ!-->…