ମହିଳାଙ୍କୁ ଏକାଥରକେ ୨ ଡୋଜ ଟୀକା
କାନପୁର : ଘଟଣା ଘଟିଛି ଉତ୍ତରପ୍ରଦେଶର କାନପୁରରେ। କାନପୁର ଦେହାତ ଜିଲ୍ଲାର ଆକବରପୁର ଅଂଚଳରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ କୋଭିଡ ପ୍ରତିଷେଧକ ଟିକା ଦେଉଥିବା ଜଣେ ନର୍ସ ଫୋନରେ କଥା ହେବାରେ ଏତେ ମସଗୁଲ ଥିଲେ ଯେ ସେ ଭୁଲିଗଲେ ଯେ ତାଙ୍କ ସାମ୍ନାରେ ବସିଥିବା ୫୦ ବର୍ଷୀୟ ମହିଳା!-->…