ଟିଟିପିଏସ୍ ବନ୍ଦ ଯୋଗୁଁ ୫ହଜାର କର୍ମଚାରୀ ପ୍ରଭାବିତ
ତାଳଚେର: ଏନ୍.ଟି.ପି.ସି ତାଳଚେର ଥର୍ମାଲ କାରଖାନାର ବେଆଇନ ତାଲା ବନ୍ଦ ଓ ବେଆଇନ ଶ୍ରମିକ ଛଟେଇ ବିରୁଦ୍ଧରେ ସମସ୍ତ କେନ୍ଦ୍ରୀୟ ଶ୍ରମିକ ସଂଗଠନ ତରଫରୁ ଏ ବେଆଇନ ବନ୍ଦ ବିରୋଧରେ କରିଥିବା ଅଭିଯୋଗ ଉପରେ କେନ୍ଦ୍ର ସରକାର ଶ୍ରମ ବିଭାଗର ଉପଶ୍ରମ ସଂସ୍ଥାପିକାଙ୍କ କାର୍ଯ୍ୟାଳୟରେ କନସିଲିଏସନ!-->…