ଅଙ୍ଗନବାଡ଼ି କର୍ମଚାରୀଙ୍କୁ ସରକାରୀ ମାନ୍ୟତା ପାଇଁ ଦାବି

ଭୁବନେଶ୍ୱର: ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ ଅଲ୍ ଓଡ଼ିଶା ଅଙ୍ଗନ୍ନବାଡ଼ି ୱାର୍କସ ଆସୋସିଏସନର ରାଜ୍ୟସ୍ତରୀୟ ସମ୍ମିଳନୀ ଭୁବନେଶ୍ୱର ପ୍ରଭୁଜୀ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ରୂପେ ଭାରତୀୟ ମଜଦୁର ସଂଘର ଅଖିଳ ଭାରତୀୟ ସଭାପତି…

ମହାରାଷ୍ଟ୍ରରେ ସପ୍ତାହନ୍ତ ଲକ୍ଡାଉନ୍

ମୁମ୍ବାଇ: ମହାରାଷ୍ଟ୍ରରେ କରୋନାଭାଇରସ୍ର ନୂଆ ସଂକ୍ରମଣ ମାମଲା ଅତି ଉଦ୍ବେଜନକ ଭାବେ ବଢୁଥିବାରୁ ଆଜି ସରକାର କେତେକ କଠୋର କଟକଣା ଘୋଷଣା କରିଛନ୍ତି । ତେବେ ରାଜ୍ୟବ୍ୟାପୀ ସମ୍ପୂର୍ଣ୍ଣ ଲକ୍ଡାଉନ୍ ହେବନାହିଁ ବୋଲି ସରକାର ସ୍ପଷ୍ଟ କରିଛନ୍ତି । ରବିବାର ଦିନ ଏ ବାବଦରେ କ୍ୟାବିନେଟ୍ର ଏକ…

ପରୀ ମାମଲା: ୧୯ରେ ସୁପ୍ରିମକୋର୍ଟରେ ଶୁଣାଣି

ଭୁବନେଶ୍ୱର: ନୟାଗଡ଼ ପରୀ ମୃତ୍ୟୁ ମାମଲାର ଶୁଣାଣି ଆସନ୍ତା ୧୯ ତାରିଖରେ ସୁପ୍ରିମକୋର୍ଟରେ ହେବ। ମାମଲାର ସିବିଆଇ ତଦନ୍ତ ଦାବି କରି ପରୀ ମା’ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଏହି ମାମଲାରେ ରାଜ୍ୟ ସରକାର ଜବାବ ଦାଖଲ କରିବା ପରେ ସୁପ୍ରିମକୋର୍ଟ ତାଙ୍କ ନିଷ୍ପତ୍ତି ଶୁଣାଇବେ। …

ବ୍ରହ୍ମପୁରର ୬ କେନ୍ଦ୍ରରେ ଟିକାକରଣ ବନ୍ଦ

ବ୍ରହ୍ମପୁର : ବ୍ରହ୍ମପୁର ସହରରେ କୋଭିସିଲ୍‌ଡ ଟିକା ପ୍ରଦାନ କରାଯାଉଛି । କିନ୍ତୁ ଟିକାର ଅଭାବ ଯୋଗୁ ସୋମବାର ୬ଟି କେନ୍ଦ୍ରରେ ଟିକାକରଣ ବନ୍ଦ ରହିଛି । ସୂଚନା ଅନୁଯାୟୀ, ବ୍ରହ୍ମପୁର ସହରର ୮ଟି ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଟିକା ପ୍ରଦାନ କରାଯାଉଥିଲା । ହେଲେ ଟିକାର…

ଏପ୍ରିଲ ୭ରେ ‘ପରୀକ୍ଷା ପେ ଚର୍ଚ୍ଚା- ୨୦୨୧’

ନୂଆଦିଲ୍ଲୀ :  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏପ୍ରିଲ ୭ ତାରିଖ ସନ୍ଧ୍ୟା ୭ଟା ସମୟରେ ଭିଡିଓ କନଫରେନ୍ସିଂ ଜରିଆରେ ବିଶ୍ୱବ୍ୟାପୀ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକଙ୍କ ସହିତ “ପରୀକ୍ଷା ପେ ଚର୍ଚ୍ଚା- ୨୦୨୧” କାର୍ୟ୍ୟକ୍ରମରେ ଆଲୋଚନା କରିବେ ।ପ୍ରଧାନମନ୍ତ୍ରୀ ଟ୍ୱିଟ୍‌ କରି କହିଛନ୍ତି,…

ହସ୍ପିଟାଲରେ ଭର୍ତ୍ତି ହେଲେ ଅକ୍ଷୟ କୁମାର

ମୁମ୍ବଇ : ବଲିଉଡର ଖିଲାଡି ଷ୍ଟାର ଅକ୍ଷୟ କୁମାର ଆଜି ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଗତ ୨ଦିନ ତଳେ ସେ କରୋନାରେ ଆକ୍ରାନ୍ତ ହୋଇଥିଲେ। କରୋନା ପଜିଟିଭ ନେଇ ଅକ୍ଷୟ ନିଜେ ସୋସିଆଲ ମିଡିଆରେ ଜଣାଇଥିଲେ। କୋଭିଡ ଚିହ୍ନଟ ପରେ ସେ ଘରେ ରହି ଥିବା ବେଳେ ଆଜି ଡାକ୍ତରଙ୍କ ପରାମର୍ଶ କ୍ରମରେ…

ରାଫେଲ ଡିଲ୍‌ରେ ହୋଇଛି ୮.୫ କୋଟିର ଲାଞ୍ଚ କାରବାର

ନୂଆଦିଲ୍ଲୀ: ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ରାଫେଲ ଯୁଦ୍ଧ ବିମାନ କାରବାରରେ ପୁଣି ଥରେ ଦୁର୍ନୀତିର ଗନ୍ଧ ସାମ୍ନାକୁ ଆସିଛି। ଦୁଇ ଦେଶ ମଧ୍ୟରେ ହୋଇଥିବା ଏହି ଡିଲ୍‌ ପାଇଁ ଫ୍ରାନ୍ସର ରାଫେଲ ଯୁଦ୍ଧ ବିମାନ ନିର୍ମାତା କମ୍ପାନୀ ଡାସଲ୍‌ଟକୁ ଭାରତର ଜଣେ ମଧ୍ୟସ୍ଥଙ୍କୁ ୮ କୋଟି ୫୦ ଲକ୍ଷ ଟଙ୍କାର…

ମହାରାଷ୍ଟ୍ର ଗୃହମନ୍ତ୍ରୀଙ୍କ ବିରୋଧରେ ସିବିଆଇ ତଦନ୍ତ ନିର୍ଦେଶ

ମୁମ୍ବଇ: ମୁମ୍ବଇର ପୂର୍ବତନ ପୁଲିସ କମିଶନର ପରମବୀର ସିଂହଙ୍କ ଅଭିଯୋଗ ଉପରେ ବମ୍ବେ ହାଇକୋର୍ଟ ସୋମବାର ଏକ ବଡ଼ ଆଦେଶ ଦେଇଛନ୍ତି। ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ବିରୋଧରେ ସିବିସିଆଇ ତଦନ୍ତ ପାଇଁ ହାଇକୋର୍ଟ ନିର୍ଦେଶ ଦେଇଛନ୍ତି। ଏହା ସହିତ ଆସନ୍ତା ୧୫ ଦିନ ମଧ୍ୟରେ ତଦନ୍ତ…

ରାଜ୍ୟରେ ୬୦୦ ନିକଟତର ହେଲା ଦୈନିକ ସଂକ୍ରମଣ

ଭୁବନେଶ୍ଵର: ରାଜ୍ୟରେ କରୋନା ସଂକ୍ରମଣ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି। ଦୈନିକ ସଂକ୍ରମଣ ଦ୍ରୁତଗତିରେ ବୃଦ୍ଧି ପାଉଥିବାବେଳେ ସୋମବାର ସୁଦ୍ଧା ୬୦୦ ନିକଟତର ହୋଇଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୫୭୩ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ…

ସଂସ୍କୃତି ନା ଅପସଂସ୍କୃତି

ସାଂସ୍କୃତି କହିଲେ ସାଧାରଣତଃ ଗୋଟିଏ ଦେଶ ବା ରାଜ୍ୟ ଅଥବା ଏକ ଜିଲ୍ଲାର ସାଂସ୍କୃତିକ ପ୍ରତିବଦ୍ଧତାକୁ ବୁଝାଇଥାଏ । ଯେଉଁ ଦେଶର ସଂସ୍କୃତି ଅତି ମହାନ ବୋଲି ଦାବି କରାଯାଇଥାଏ, ସେ ଦେଶର ସାଂସ୍କୃତିକ ମାହୋଲ୍ ସେତିକି ମୂଲ୍ୟବାନ ହୋଇଥାଏ । ନିକଟରେ ଆମ ରାଜ୍ୟର ରାଜଧାନୀ ଭୁବନେଶ୍ୱରରେ…