ଅପରାଜିତା ଷଡ଼ଙ୍ଗୀଙ୍କ ପଦଯାତ୍ରା
ଚନ୍ଦକା : ଭୁବନେଶ୍ବର ବ୍ଲକର ଅନ୍ଧାରୁଆ ପଞ୍ଚାୟତରେ ସାଂସଦ ଅପରାଜିତା ଷଡ଼ଙ୍ଗୀ ପଞ୍ଚାୟତରେ ପଦଯାତ୍ରା କରିବା ସହ ଜନଶୁଣାଣି କରିଥିଲେ। ଅନ୍ଧାରୁଆ ପଞ୍ଚାୟତ ବାସିନ୍ଦାମାନେ ଉପସ୍ଥିତ ରହି ବିଭିନ୍ନ ସମସ୍ୟା ବିଷୟରେ ଅଭିଯୋଗ କରିଥିଲେ। ମୁଖ୍ୟତଃ ମୋ’ ବସ୍ ଚଳାଚଳ, ପାନୀୟ ଜଳ ସମସ୍ୟା,!-->…