ଏଣିକି ବିବାହ ଉତ୍ସବରେ ୧୦୦ ଜଣଙ୍କୁ ଅନୁମତି

ଭୁବନେଶ୍ୱର: କରୋନା ସଂକ୍ରମଣରେ ବୃଦ୍ଧିକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ କଟକଣାକୁ ଆହୁରି କଡାକଡି କରାଯାଇଛି । ଏନେଇ ବିଏମସି ପକ୍ଷରୁ ଶୁକ୍ରବାର ଦିନ ବିଜ୍ଞପ୍ତି ପ୍ରକାଶ ପାଇଛି । ଏପ୍ରିଲ୍ ୬ ତାରିଖ ଠାରୁ ଏହି କଟକଣା ଲାଗୁ ହେବ ବୋଲି ବିଜ୍ଞପ୍ତି ରେ…

ଓଡ଼ିଆ ସାହିତ୍ୟକୁ ଲୋକାଭିମୁଖୀ କରିବାରେ ସାରଳା ଦାସ ଥିଲେ ଅଗ୍ରଦୂତ

କଟକ: ଆଦିକବି ସାରଳା ଦାସ ହେଉଛନ୍ତି ଆଧୁନିକ ଓଡିଆ ଭାଷାର ଜନକ । ପଂଚଦଶ ଶତାବ୍ଦୀର ଆଦିକାଳରେ ପ୍ରଚଳିତ ଭାଷାକୁ ବ୍ୟବହାର କରି ସାହିତ୍ୟକୁ ଲୋକାଭିମୁଖୀ କରିବାରେ ସାରଳା ଦାସ ଥିଲେ ଅଗ୍ରଦୂତ । ବିଶେଷକରି ମହାଭାରତରେ ସେ ଯେଉଁ ଶବ୍ଦାବଳୀ ପ୍ରୟୋଗ କରିଛନ୍ତି ତାହା ବୁଝିବା ପାଇଁ କୌଣସି…

ମମତା ଚଳାଇଛନ୍ତି ୩-ଟି ଶାସନ : ଶାହା

କଲକାତା : ପଶ୍ଚିମବଙ୍ଗ କୁଚବିହାରରେ ବିଜେପିର ପ୍ରଚାର ଶୋଭାଯାତ୍ରାରେ ଯୋଗ ଦେଇ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କହିଛନ୍ତି ଯେ ନନ୍ଦିଗ୍ରାମରେ ମମତା ବାନାର୍ଜୀଙ୍କ ପରାଜୟ ନିଶ୍ଚିତ। ଶାହା କହିଛନ୍ତି ମମତା ପଶ୍ଚିମବଙ୍ଗରେ ୩-ଟି ଶାସନ ଚଳାଇଛନ୍ତି। ଏହି ୩ଟି ହେଲା ‘ତାନାସାହି’…

ଭୟାବହ ଅଗ୍ନିକାଣ୍ଡରେ ୩ ଜଣ ଜୀବନ୍ତ ଦଗ୍ଧ

ସମସ୍ତିପୁର : ବିହାରରେ ସମସ୍ତିପୁର ଜିଲାର କଲ୍ୟାଣପୁର ବ୍ଲକର ରାମଚନ୍ଦ୍ରପୁର ପଞ୍ଚାୟତର ଛକ୍କନ ଟୋଲି ଗାଁରେ ଶୁକ୍ରବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ଅନେକ ଘର ଜଳି ପାଉଁଶ ହୋଇଯିବା ସହ ଏକ କୋଠରୀରେ ଶୋଇଥିବା ଅବସ୍ଥାରେ ୩ ଜଣ ଜୀବନ୍ତ ଦଗ୍ଧ ହୋଇଛନ୍ତି।…

ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଲେ ଉପରାଷ୍ଟ୍ରପତି

ଭୁବନେଶ୍ୱର : ଉତ୍କଳ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଆଜି ଉପରାଷ୍ଟ୍ରପତି ଭେଙ୍କେୟା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି। ଉପରାଷ୍ଟ୍ରପତି ଓଡିଆ ଭାଷାରେ ନିଜ ଅଭିଭାଷଣରେ ଆରମ୍ଭ କରି ଚରିତ୍ର ଗଠନ ସହ ଶିକ୍ଷା ସଫଳ ଜୀବନର ପ୍ରଥମ ପାହାଚ ବୋଲି କହିଛନ୍ତି । ଆମର…

ଦିନକରେ ୮୯ ହଜାର ନୂଆ ସଂକ୍ରମିତ ଚିହ୍ନଟ, ୭୧୪ ମୃତ

ନୂଆଦିଲ୍ଲୀ: ଦେଶରେ କରୋନା ମହାମାରୀର ଦ୍ବିତୀୟ ଲହର କାୟା ବିସ୍ତାର କରୁଛି। ନୂଆ ଷ୍ଟ୍ରେନ ଯୋଗୁ ସଂକ୍ରମିତ ଏବଂ ମୃତ୍ୟୁ ସଂଖ୍ୟା ଦ୍ରୁତ ବେଗରେ ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦେଶରେ ୭୧୪ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିବା ଉଦବେଗଜନକ ପରିସ୍ଥିତି ସୃଷ୍ଟି କରିଛି। ଏହାକୁ ମିଶାଇ…

କ୍ୟାପିଟଲ ହିଲ୍‌ରେ ପୁଲିସ ଅଧିକାରୀଙ୍କୁ କାର୍‌ ଚଢ଼ାଇ ହତ୍ୟା

ୱାଶିଂଟନ: ଆମେରିକା ସଂସଦ ଭବନ କ୍ୟାପିଟଲ ହିଲ୍‌ ବାହାରେ ମୁତୟନ ହୋଇଥିବା ଜଣେ ପୁଲିସ ଅଧିକାରୀଙ୍କୁ କାର୍‌ ଚଢ଼ାଇ ହତ୍ୟା କରାଯାଇଛି। ଅନ୍ୟ ଜଣେ ପୁଲିସ ଅଧିକାରୀ ଗୁରୁତର ଆହତ ହୋଇଛନ୍ତି। ଅନ୍ୟପଟେ ଆକ୍ରମଣକାରୀ କାଳ ଚାଳକ ପୁଲିସ ଗୁଳିରେ ନହିତ ହୋଇଛି। ସୂଚନା ଅନୁସାରେ, କ୍ୟାପିଟଲ…

ରାଜ୍ୟରେ୨୪ ଘଣ୍ଟାରେ ୪୫୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭୁବନେଶ୍ୱର ; ରାଜ୍ୟରେ ହୁ ହୁ ହୋଇ ବୃଦ୍ଧି ପାଉଛି କରୋନା ସଂକ୍ରମଣ । ୨୪ ଘଣ୍ଟାରେ ୪୫୨ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୨୬୭ ସଙ୍ଗରୋଧରୁ , ୧୮୫ ସ୍ଥାନୀୟ। ସେହିପରି ମୋଟ ପଜିଟିଭଙ୍କ ସଂଖ୍ୟା ୩,୪୨,୨୨୪କୁ ବୃଦ୍ଧି ପାଇଥିବା ବେଳେ ୩,୩୭,୪୩୦ ସୁସ୍ଥ…

ମାନବିକତାର ପରିଚୟ ଦେଇଛନ୍ତି ଭାରତୀୟ ଯବାନ

ସୀମାରେ ମୁତୟନ ଭାରତୀୟ ଯବାନମାନେ ପୁଣି ଥରେ ମାନବିକତାର ପରିଚୟ ଦେଇଛନ୍ତି। ଭୁଲରେ ଭାରତ ସୀମାକୁ ଚାଲି ଆସିଥିବା ଜଣେ ପାକିସ୍ତାନୀ ନାବାଳକକୁ ଯବାନମାନେ ପାକିସ୍ତାନକୁ ଫେରାଇ ଦେଇଛନ୍ତି। ତେବେ ତା’କୁ ଖାଲି ହାତରେ ଛାଡ଼ି ନାହାନ୍ତି। ଯବାନମାନେ ପିଲାଟିକୁ ଚକୋଲେଟ୍‌ ଦେଇ ସ୍ନେହ ଆଦର କରି…

ହାତୀ ଆକ୍ରମଣରେ ମହିଳା ମୃତ

ଭୁବନେଶ୍ୱର : ହାତୀ ଆକ୍ରମଣରେ ଜଣେ ମହିଳାଙ୍କର ମୃତ୍ୟୁ ହେବା ସହ ଅନ୍ୟ ୩ ଜଣ ମହିଳା ଗୁରୁତର ଆହତ ହୋଇଛନ୍ତି। ଏଭଳି ଅଭାବନୀୟ ଘଟଣା ଆଜି ଭୋର ସମୟରେ ଖୋର୍ଦ୍ଧା ବନଖଣ୍ଡ ଅନ୍ତର୍ଗତ ମଳିପଡାର ରାମଚଣ୍ଡି ଗାଁରେ ଘଟିଥିବା ଜଣାପଡିଛି। ମୃତ ମହିଳା ଜଣଙ୍କ ହେଲେ ମଞ୍ଜୁଲତା ବେହେରା। ଘଟଣାରେ…