କୃଷି ଆଇନ୍ ବିରୁଦ୍ଧରେ କଂଗ୍ରେସର ପଦଯାତ୍ରା
ନର୍ଲା : ନର୍ଲା ବ୍ଲକ କଂଗ୍ରେସର ଆୟୋଜନରେ ଆଜି ପୂର୍ବାହ୍ନରେ ସ୍ଥାନୀୟ ବାଲିପଡା ଠାରୁ ତୁଳାପଡା ପର୍ଯ୍ୟନ୍ତ ଏକ ପଦଯାତ୍ରା ଅନୁଷ୍ଠିତ ହୋଇଅଛି। କୃଷକ ମାନଙ୍କ ସପକ୍ଷରେ ରହି ସରକାର ତିଆରି କରିଥିବା କୃଷି ଆଇନକୁ କଳା କୃଷିଆଇନ୍ ବୋଲି ଦାବୀକରି ଆଜି କଂଗ୍ରେସ ନେତୃବର୍ଗ ଓ ସମର୍ଥକ ଏହି!-->…