କୋଭିଡ ପାଇଁ ବାଧାପ୍ରାପ୍ତ ହେବନାହିଁ ଅର୍ଥନୈତିକ ପୁନରୁଦ୍ଧାର
ମୁମ୍ବଇ: ଦେଶରେ ଆରମ୍ଭ ହୋଇଥିବା କୋଭିଡର ଦ୍ୱିତୀୟ ଲହରକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ। ଏହାକୁ ରୋକିବା ଦିଗରେ ସମସ୍ତଙ୍କର ପ୍ରଚେଷ୍ଟା ଲୋଡା ବୋଲି ସେ କହିଛନ୍ତି। ତେବେ ଗତବର୍ଷ କୋଭିଡ କାରଣରୁ ଦେଶରେ ଯେଉଁଭଳି ଲଗାତର ଲକ୍ଡାଉନ!-->…