ଟିକା ନେବା ପରେ କରୋନା ସଂକ୍ରମିତ ହେଲେ ପରେଶ୍ଵ ରାୱଲ
ନୂଆଦିଲ୍ଲୀ: ଟିକା ନେବା ପରେ ବି କରୋନାରେ ସଂକ୍ରମିତ ହେଉଛନ୍ତି ଲୋକ। ଏହି କ୍ରମରେ ବଲିଉଡ୍ ଅଭିନେତା ପରେଶ ରାୱଲ ଟିକା ନେବା ସତ୍ବେ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ନିକଟରେ ଅମିର ଖାନ ଏବଂ କାର୍ତ୍ତିକ ଆର୍ଯ୍ୟନ ଏହି ମହାମାରୀ ଭୂତାଣୁରେ ସଂକ୍ରମିତ ହୋଇଥିବା ଖବର ସମ୍ନାକୁ ଆସିଥିଲା।
!-->!-->!-->…