ଆଜି ୨ୟ ଦିନିକିଆ

ପୁଣେ  : ଭ୍ରମଣକାରୀ ଇଂଲଣ୍ଡ ଦଳ ବିପକ୍ଷରେ ପ୍ରଥମ ଦିନିକିଆକୁ ଜିତିବା ପରେ ଏବେ ଘରୋଇ ଭାରତର ଲକ୍ଷ୍ୟ ସିରିଜ୍ ବିଜୟ ଉପରେ। ପୂର୍ବରୁ ଟେଷ୍ଟ ଓ ଟ୍ବେଣ୍ଟି୨୦ ସିରିଜ୍ ଜିତି ସାରିଥିବା ଭାରତ ଏହି ସିରିଜ୍ ହାତେଇବାକୁ ନିଶ୍ଚୟ ପ୍ରୟାସ କରିବ। ପ୍ରଥମ ଦିନିକିଆରେ ଭାରତକୁ ଏକାଧିକ ଥର ଇଂଲଣ୍ଡ…

ଆସନ୍ତାକାଲି ଆସାମ ଓ ପଶ୍ଚିମବଙ୍ଗରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ

ଗୁଆହାଟୀ/କଲକତା : ଆସାମ ଓ ପଶ୍ଚିମବଙ୍ଗରେ ଶନିବାର (ଆସନ୍ତାକାଲି) ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଚୁଡାନ୍ତ ହୋଇଛି। କରୋନା କଟକଣା ମଧ୍ୟରେ ଏହି ନିର୍ବାଚନ ଅନୁଷ୍ଠିତ ହେଉଛି। ପୁଲିଂ ପାର୍ଟି ବିଭିନ୍ନ ସ୍ଥାନରେ ପହଞ୍ଚିବାରେ ଲାଗିଛନ୍ତି।…

ବୋଲେରୋ –ଟ୍ରକ ଧକ୍କା ; ୮ ଗୁରୁତର

ସୋନପୁର : ବଲାଙ୍ଗୀର – ସୋନପୁର ରାସ୍ତାର ବଡଝିଙ୍କି ନିକଟରେ ଆଜି ଭୋର ସମୟରେ ଏକ ସଡକ ଦୁର୍ଘଟଣା ଘଟିଥିବା ନେଇ ଖବର ମିଳିଛି। ଏକ ବୋଲେରୋ , ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୮ ଜଣ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ଉଦ୍ଧାର କରାଯାଇ ସୋନପୁର ଡ଼ାକ୍ତରଖାନାରେ ଭର୍ତ୍ତି…

ଢାକାରେ ପହଞ୍ଚିଲେ ମୋଦୀ

ଢାକା : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଇ ଦିନିଆ ଗସ୍ତରେ ଯାଇ ବାଂଲାଦେଶରେ ପହଞ୍ଚିଛନ୍ତି । ବିମାନ ବନ୍ଦରରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ତାଙ୍କୁ ସ୍ୱାଗତ କରିଥିଲେ। ଢାକାରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଥିଲା। ବାଂଲାଦେଶର…

ଭାରତ ବନ୍ଦ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ୩ କୃଷି ଆଇନ୍ ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀ ସହ ପେଟ୍ରୋଲ ଓ ଡିଜେଲର ମୁଲ୍ୟବୃଦ୍ଧିକୁ ବିରୋଧ କରି ଆସନ୍ତାକାଲି ଆନ୍ଦୋଳନ ରତ ସଞ୍ଜୁକ୍ତ କିଶାନ ମୋର୍ଚ୍ଚା ଦେଶବ୍ୟାପୀ ୧୨ ଘଂଟିଆ ଭାରତ ବନ୍ଦର ଡାକରା ଦେଇଛି । ଆସନ୍ତାକାଲି ସକାଳ ୬ରୁ ସନ୍ଧ୍ୟା ୬ଟା…

ବିଦେଶକୁ ଭାରତର ଟିକା ରପ୍ତାନି ବନ୍ଦ

ନୂଆଦିଲ୍ଲୀ: ଦେଶରେ ମହାମାରୀ କରୋନାର ଦ୍ୱିତୀୟ ଲହର ଯୋଗୁଁ ସଂକ୍ରମଣ ସଂଖ୍ୟା ଦିନକୁ ଦିନ ପାଉଥିବାରୁ କେନ୍ଦ୍ର ସରକାର ୬୪ଟି ବିଦେଶୀ ରାଷ୍ଟ୍ରକୁ କରୋନା ଟିକା ରପ୍ତାନି ବନ୍ଦ କରିଦେଇଛନ୍ତି । ଭାରତ ସରକାର ସଂକ୍ରମଣ ବଢୁଥିବାରୁ ଘରୋଇ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଅସ୍ଥାୟୀ ଭାବେ…

୨୭ରୁ ଏପ୍ରିଲ୍ ୪ ବ୍ୟାଙ୍କ ବନ୍ଦ

ନୂଆଦିଲ୍ଲୀ: ଆସନ୍ତା ୨୭ ତାରିଖରୁ ଏପ୍ରିଲ ୪ ମଧ୍ୟରେ ଦେଶର ସମସ୍ତ ସରକାରୀ ଓ ବେସରକାରୀ ବ୍ୟାଙ୍କ ଗୁଡିକ ପ୍ରାୟ ୭ ଦିନ କାଳ ବନ୍ଦ ରହିବ । ମାର୍ଚ୍ଚ ୨୭ରୁ ୨୯ ତାରିଖ ଯାଏ ଲଗାତାର ୩ଦିନ ବ୍ୟାଙ୍କ ବନ୍ଦ ରହିବ । କାରଣ ୨୭ ତାରିଖ ହେଉଛି ୪ର୍ଥ ଶନିବାର । ସେହିପରି ଏହାର ପରଦିନ ରବିବାର ।…

ଦିନକରେ ୫୩ ହଜାର ପାର୍ କରୋନା

ନୂଆଦିଲ୍ଲୀ: ଦିର୍ଘ ୫ ମାସ ପରେ ପ୍ରଥମ ଥର ପାଇଁ ମହାମାରୀ କରୋନା ସଂକ୍ରମଣ ଦିନକରେ ୫୩ ହଜାର ଅତିକ୍ରମ କରିଛି । ଆଜି ଦିନକରେ ୫୩,୪୭୬ଜଣ ସଂକ୍ରମିତ ହୋଇଛନ୍ତି । ଯାହାକି ମହାମାରୀ କରୋନାର ୨୦୨୦ ଅକ୍ଟୋବର ୨୩ ତାରିଖ ପର ଠାରୁ ଦେଶରେ ପ୍ରଥମର ଥର ଲାଗି ସର୍ବାଧିକ ବୋଲି କୁହାଯାଇଛି ।…

ଏଠି କଣ ଚାଲିଛି

ହଠାତ୍ ଶୁଣିବାକୁ ମିଳିଲା ଓ ବିଭିନ୍ନ ସମ୍ବାଦପତ୍ର ଓ ଇଲେକଟ୍ରୋନିକ୍ସ ମିଡିଆରେ ପ୍ରକାଶ କରାଗଲା ଯେ, ଏନଟିପିସି ଦ୍ୱାରା ପରିଚାଳିତ ଅନୁଗୁଳ ଜିଲ୍ଲା ଅନ୍ତର୍ଗତ ତାଳଚେର ଥର୍ମାଲ ପାୱାର ଷ୍ଟେସନ୍ (ଟିଟିପିଏସ୍)ର ସମସ୍ତ ୟୁନିଟ୍ ୪୮ ଘଂଟା ପୂର୍ବରୁ ଅର୍ଥାତ ଗତ ମଙ୍ଗଳବାର ବନ୍ଦ କରିଦିଆଯାଇଛି…

ଟିଟିପିଏସ୍କୁ ବନ୍ଦ ନ କରିବାକୁ କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ

ଭୁବନେଶ୍ୱର: ହଜାର ହଜାର ପରିବାର ଏବଂ ସ୍ଥାନୀୟ ଅର୍ଥନୀତି ପ୍ରଭାବିତ ହେବାର ଆଶଙ୍କା ଥିବାରୁ ‘ତାଳଚେର ତାପଜ ବିଦ୍ୟୁତ୍ କେନ୍ଦ୍ର’କୁ ବନ୍ଦ ନ କରି ଏହାର ‘ଷ୍ଟେଜ୍-୩ ପ୍ରକଳ୍ପ’କୁ ତୁରନ୍ତ କାର୍ଯ୍ୟକାରୀ କରିବା ଲାଗି ‘ଏନ୍ଟିପିସି’କୁ ନିଦେ୍ର୍ଧଶ ଦେବାକୁ ଅନୁରୋଧ କରି ମୁଖ୍ୟମନ୍ତ୍ରୀ ନବୀନ…