ଟି-୨୦ ସିରିଜ ହାତେଇଲା ଭାରତ
ଅହମଦାବାଦ ନରେନ୍ଦ୍ର ମୋଦୀ ଷ୍ଟାଡିୟମଠାରେ ଶନିବାର ଅନୁଷ୍ଠିତ ଟି-୨୦ ସିରିଜର ଅନ୍ତିମ ମ୍ୟାଚରେ ଭାରତ ୩୬ ରନରେ ଇଂଲଣ୍ଡକୁ ପରାସ୍ତ କରି ୩-୨ରେ ସିରିଜ ବିଜୟୀ ହୋଇଛି। ପ୍ରଥମେ ବ୍ୟାଟିଂ କରି ଭାରତ ୨୨୫ ରନ କରିଥିବା ବେଳେ ଇଂଲଣ୍ଡ ୮ ଓ୍ବିକେଟ ହରାଇ ୧୮୮ ରନ କରିବାକୁ ସକ୍ଷମ ହୋଇଥିଲା।!-->…