ଯବାନଙ୍କୁ ହତ୍ୟାକଲେ ନକ୍ସଲ

ମାଲକାନଗିରି: ନକ୍ସଲଙ୍କ ବର୍ବର କାଣ୍ଡ । ଯବାନଙ୍କୁ ଅପହରଣ ପରେ କଲେ ହତ୍ୟା । ଘଟଣାଟି ଘଟିଛି ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିିଶଗଡର ବିଜାପୁର ଜିଲ୍ଲାର ପେଣ୍ଡୁମ୍ ଗାଁରେ । ଯବାନ ଜଣଙ୍କ ଶନିବାର ଛୁଟି ନେଇ ତାଙ୍କ ଶ୍ୱଶୁର ଘରକୁ ଯାଉଥିଲେ । ହେଲେ ବାଟରେ ତାଙ୍କୁ ନକ୍ସଲ୍ମାନେ ଅପହରଣ…

ବିଦ୍ୟୁତ ଆଘାତରେ ମା’-ପୁଅ ମୃତ

ଯାଜପୁର: ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ନଳୀପୁର ଗାଁରେ ବିଦ୍ୟୁତ ଆଘାତ ପାଇ ଜଣେ ମହିଳା ଓ ତାଙ୍କ ପୁତ୍ରର ମୃତ୍ୟୁ ଘଟିଛି । ମୃତ ମହିଳା ହେଉଛନ୍ତି ଚାନ୍ଦ ବିବି ଓ ତାଙ୍କ ୭ ବର୍ଷର ପୁଅ । ଗତରାତିରେ ନଳୀପୁର ଗାଁର ସାରା ବିବିଙ୍କ ଘରେ ବିଜୁଳି ସର୍ଟସର୍କିଟ୍ ଯୋଗୁଁ…

ନାବାଳିକାକୁ ଜୀଅନ୍ତା ଜାଳିଦେଲେ

ବେଗୁସରାଇ: ଗଛଟିଏ ଉପାଡିଦେବାରୁ ବିହାରର ବେଗୁସରାଇ ଜିଲ୍ଲାରେ ଜଣେ ୧୨ବର୍ଷୀୟ ନାବାଳିକାକୁ ତାଙ୍କ ପଡୋଶୀଘର ଦମ୍ପତି ଜୀଅନ୍ତା ଜାଳିଦେଇଥିବା ଅଭିଯୋଗ ହୋଇଛି । ନିଙ୍ଗା ପଞ୍ଚାୟତ ଅଧୀନ ଶିବରଣା ଗାଁରେ ଘଟଣାଟି ଘଟିଥିବା ଜଣାପଡିଛି । ଅଭିଯୁକ୍ତ ପଡୋଶୀ ସିକନ୍ଦର ଯାଦବଙ୍କ ଘର ପାଖରେ…

ବିନା ଚାପରେ ନିଷ୍ପତି ନିଅ

ରାଉରକେଲା: ସମାଜ ପ୍ରତି ଏନ୍ଆଇଟି ଛାତ୍ରଛାତ୍ରୀଙ୍କର ଅନେକ ଅବଦାନ ରହିଛି । ତେଣୁ ବିନା କୌଣସି ଚାପରେ ନିଷ୍ପତି ନେବାକୁ ହେବ ବୋଲି ରାଷ୍ଟ୍ରପତି ରାମନାଥ କୋବିନ୍ଦ ପରାମର୍ଶ ଦେଇଛନ୍ତି । ଆଜି ଏନଆଇଟି ରାଉରକେଲାର ୧୬ତମ ସମାବର୍ତନ ଉସôବରେ ରାଷ୍ଟ୍ରପତି ଶ୍ରୀ କୋବିଦ ଦୀକ୍ଷାନ୍ତ ଭାଷଣ…

ବନ୍ଧୁକ ମୁନରେ ୫୧ ହଜାରେ ଟଙ୍କା ଲୁଟ୍

ବାରିପଦା : ଶନିବାର, ବହଳଦା ଥାନା ଇଲାକା ବ୍ରାହ୍ମଣବୋସ୍ ଗ୍ରାମ ନିକଟରେ ଦିନ ପ୍ରାୟ ଗୋଟାଏ ବେଳେ ୪ଜଣ ଅଜଣା ବ୍ୟକ୍ତି ଫାଇନାନ୍ସ ଟଙ୍କା କଲେକ୍ସନ୍ କରି ଫେରୁଥିବା ବେଳେ ଅର୍ଣ୍ଣପୂର୍ଣ୍ଣା ଫାଇନାନ୍ସ ପ୍ରାଇଭେଟ୍ ଲିମିଟେଡ୍ କମ୍ପାନୀର ଆସିଷ୍ଟାନ୍ଟ ମ୍ୟାନେଜର ଶ୍ରୀ ମହେଶ ଦାସଙ୍କ ଠାରୁ ୫୧…

ସ୍ପାଇସ୍‌ ଜେଟ୍‌ ପକ୍ଷରୁ ସୋନୁ ସୁଦଙ୍କୁ ସ୍ବତନ୍ତ୍ର ସମ୍ମାନ

ନୂଆଦିଲ୍ଲୀ: ସ୍ବତନ୍ତ୍ର ସମ୍ମାନ ପାଇଲେ ଅଭିନେତା ସୋନୁ ସୁଦ। କରୋନା କାଳରେ ତାଙ୍କ ମହତ କାର୍ଯ୍ୟ ପାଇଁ ଘରୋଇ ବିମାନ କମ୍ପାନୀ ସ୍ପାଇସ ଜେଟ୍ ପକ୍ଷରୁ ସୋନୁଙ୍କୁ ଖାସ୍‌ ଉପାୟରେ ସମ୍ମାନିତ କରାଯାଇଛି। ସ୍ପାଇସ ଜେଟ୍ ଏହାର ବୋଇଙ୍ଗ ୭୩୭ ବିମାନରେ ସୋନୁଙ୍କ ପ୍ରତିଛବି ଲଗାଇ ତାଙ୍କୁ ସଲାମ୍‌…

ଘର ତାଲାଭାଙ୍ଗି ଲୁଟିନେଲେ ସୁନା ଓ ଟଙ୍କା

ଗୁଣପୁର: ସ୍ଥାନୀୟ ବାଇପାସ୍‍ ନିକଟସ୍ଥ ଗଣେଶନଗରରେ ଜଣେ ଅବସରପ୍ରାପ୍ତ କର୍ମଚାରୀଙ୍କ ଘରେ କେହି ନଥିବାବେଳେ ଦୃବୃର୍ତ୍ତମାନେ ଚାବି ଭାଙ୍ଗି ସୁନା, ଟଙ୍କା ଓ ଆସବାବପତ୍ର ଲୁଟି ନେଇଛନ୍ତି । ଗତ ୩ଦିନ ତଳେ ଅବସରପ୍ରାପ୍ତ କର୍ମଚାରୀ କମଳଲୋଚନ ବାଉରୀଙ୍କ ସ୍ୱାସ୍ଥ୍ୟଖରାପ ଥିବାରୁ ସେ ଓ ତାଙ୍କ…

ଟି-୨୦ ସିରିଜ ହାତେଇଲା ଭାରତ

ଅହମଦାବାଦ ନରେନ୍ଦ୍ର ମୋଦୀ ଷ୍ଟାଡିୟମଠାରେ ଶନିବାର ଅନୁଷ୍ଠିତ ଟି-୨୦ ସିରିଜର ଅନ୍ତିମ ମ୍ୟାଚରେ ଭାରତ ୩୬ ରନରେ ଇଂଲଣ୍ଡକୁ ପରାସ୍ତ କରି ୩-୨ରେ ସିରିଜ ବିଜୟୀ ହୋଇଛି। ପ୍ରଥମେ ବ୍ୟାଟିଂ କରି ଭାରତ ୨୨୫ ରନ କରିଥିବା ବେଳେ ଇଂଲଣ୍ଡ ୮ ଓ୍ବିକେଟ ହରାଇ ୧୮୮ ରନ କରିବାକୁ ସକ୍ଷମ ହୋଇଥିଲା।…

ଚୀନ ଟିକା ନେବା ପରେ ଇମ୍ରାନଙ୍କୁ କରୋନା

ଇସଲାମାବାଦ: ଚୀନ୍ ପ୍ରସ୍ତୁତ କରୋନା ଟିକା ନେବାର ୪୮ଘଣ୍ଟାରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ କରୋନା ସଂକ୍ରମିତ ହୋଇଛନ୍ତି। ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ସ୍ବାସ୍ଥ୍ୟ ସହାୟକ ଫୈଜଲ ସୁଲତାନଙ୍କ ସୂଚନାନୁଯାୟୀ, ସଂକ୍ରମିତ ଚିହ୍ନଟ ହେବା ପରେ ଇମ୍ରାନ ସମ୍ପ୍ରତି ନିଜ ବାସଭବନରେ…

ବିଶିଷ୍ଟ ଓଡ଼ିଶୀ ନୃତ୍ୟଶିଳ୍ପୀ ଲକ୍ଷ୍ମୀପ୍ରିୟା ମହାପାତ୍ରଙ୍କ ପରଲୋକ

ଭୁବନେଶ୍ବର: ବିଶିଷ୍ଟ ଓଡ଼ିଶୀ ନୃତ୍ୟୁଗୁରୁ କେଳୁଚରଣ ମହାପାତ୍ରଙ୍କ ଧର୍ମପତ୍ନୀ ତଥା ନୃତ୍ୟଶିଳ୍ପୀ, ଅଭିନେତ୍ରୀ ଲକ୍ଷ୍ମୀପ୍ରିୟା ମହାପାତ୍ରଙ୍କ ଶନିବାର ରାତି ପ୍ରାୟ ୧୧.୧୦ ସମୟରେ ପରଲୋକ ଘଟିଛି। ତାଙ୍କୁ ୮୬ ବର୍ଷ ବୟସ ହୋଇଥିଲା। ବାର୍ଦ୍ଧକ୍ୟଜନିତ ରୋଗରେ ସେ ପୀଡ଼ିତ ଥାଇ…