ମଦ ପିଇବାକୁ ଟଙ୍କା ନଦେବାରୁ ହଣାଖାଇଲେ ପତ୍ନୀ ଓ ବାପା
ଭଞ୍ଜନଗର: ମଦ ପିଇବାକୁ ଟଙ୍କା ମାଗି ଏଥିରେ ବିଫଳ ହେବାରୁ ରାଗରେ ଏକ ଧାରୁଆ ଅସ୍ତ୍ରରେ ନିଜ ପତ୍ନୀ ଓ ବାପାଙ୍କୁ ହାଣିବା ଭଳି ଏକ ଅଭାବନୀୟ ଘଟଣା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଶିଶୁଣ୍ଡା ଗ୍ରାମରେ ଦେଖିବାକୁ ମିଳିଛି । ମିଳିଥିବା ସୁଚନା ପ୍ରକାରେ ଶିଶୁଣ୍ଡା ଗ୍ରାମର ଗୋପୀନାଥ!-->…