ଅଷ୍ଟମ ଓ ଦ୍ବାଦଶ ଫେଲ୍ ଡାକ୍ତର କଲେ ଅସ୍ତ୍ରୋପଚାର

ସୁଲତାନପୁର: ଉତ୍ତର ପ୍ରଦେଶର ସୁଲତାନପୁର ଅନ୍ତର୍ଗତ ପୂର୍ବା ଗ୍ରାମରେ ସ୍ବାସ୍ଥ୍ୟସେବାର ସବୁଠୁ ଦାୟିିତ୍ବହୀନ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି। ଶାଗୁଣା, ବିଲୁଆ ଚିକିତ୍ସକ ହେବା ଭଳି ଜଣେ ଅଷ୍ଟମ ଶ୍ରେଣୀ ଫେଲ୍ ଓ ଜଣେ ଦ୍ବାଦଶ ଶ୍ରେଣୀ ପାସ୍ ଯୁବକଙ୍କ ହାତରେ ଜଣେ ପ୍ରସୂତି ଓ ନବଜାତ…

ଗ୍ୟାସ ଟ୍ୟାଙ୍କର–ଆମ୍ବୁଲାନ୍ସ ମୁହାଁମୁହିଁ ଧକ୍କା

ଅନୁଗୁଳ: ଅନୁଗୁଳ ଜିଲା ଜରପଡା ଥାନା ଅଞ୍ଚଳ ୫୫ନ ନମ୍ବର ଜାତୀୟ ରାଜପଥରେ ଆଜି ସକାଳେ ଏକ ଗ୍ୟାସ ଟ୍ୟାଙ୍କର ଓ ଆମ୍ବୁଲାନ୍ସ ଗାଡି ମଧ୍ୟରେ ମୁହାଁମୁହିଁ ଧକ୍କା ହେବ ଫଳରେ ଘଟଣା ସ୍ଥଳରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ…

୨୪ ଘଣ୍ଟାରେ ଦେଶରେ ୪୩ ହଜାର ୮୪୬ ନୂଆ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: କରୋନା ମହାମାରୀ ପୁଣି ଥରେ ଚିନ୍ତା ବଢ଼ାଇବାରେ ଲାଗିଛି। ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟାରେ ବୃଦ୍ଧି ଘଟୁଥିବାରୁ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଦେଖାଯାଇଛି। ପୁଣି ଥରେ ଗୋଟିଏ ଦିନରେ ଆକ୍ରାନ୍ତ ସଂଖ୍ୟା ୪୩ ହଜାର ଅତିକ୍ରମ କରିଛି। ଗତ ୨୪ ଘଣ୍ଟାରେ ଦେଶରେ ୪୩ ହଜାର ୮୪୬ ନୂଆ…

ରାଉରକେଲାରେ ରାଷ୍ଟ୍ରପତି

ରାଉରକେଲା: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓଡ଼ିଶା ଗସ୍ତରେ ଆସି ରବିବାର ରାଉରକେଲାରେ ପହଞ୍ଚିଛନ୍ତି। ଏଠାରେ ରାଉରକେଲା ଏନଆଇଟିର ସମାବର୍ତ୍ତନ ଉତ୍ସବରେ ସେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେବେ। ରବିବାର ପୂର୍ବାହ୍ନରେ ଭୁବନେଶ୍ଵର ବିମାନବନ୍ଦରରୁ ବାୟୁସେନାର ସ୍ବତନ୍ତ୍ର ହେଲିକପ୍ଟର…

ବିଶ୍ୱ ଖୁସି ରାଷ୍ଟ୍ର ତାଲିକାରେ ଭାରତର ସ୍ଥାନ ୧୩୯

ନୂଆଦିଲ୍ଲି: ଜାତିସଂଘର ‘ୱାର୍ଲଡ୍ ହାପିନେସ୍ (ଖୁସି)ରିପୋର୍ଟ ୨୦୨୧’ ତାଲିକାରେ ବିଶ୍ୱର ୧୪୯ ଦେଶ ମଧ୍ୟରୁ ଭାରତ ୧୩୯ ନମ୍ବରରେ ସ୍ଥାନ ପାଇଛି । ଏହି ତାରିକାର ସର୍ବାଗ୍ରେ ରହିଛି ଫିନ୍ଲାଣ୍ଡ । ଫିଲା ବିଶ୍ୱର ସବୁଠୁ ଖୁସି ରାଷ୍ଟ୍ର ବୋଲି କୁହାଯାଇଛି । ଜାତିସଂଘର ‘ସଷ୍ଟେନେବଲ୍…

ଭୁବନେଶ୍ୱରରେ ରାଷ୍ଟ୍ରପତି

ଭୁବନେଶ୍ୱର: ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିଦ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସି ଆଜି ଭୁବନେଶ୍ୱରରେ ପହଂଚଛନ୍ତି । ବାୟୁସେନାର ଏକ ସ୍ୱତନ୍ତ୍ର ବିମାନରେ ରାଷ୍ଟ୍ରପତି ଶ୍ରୀ କୋବିଦ ସସ୍ତ୍ରିକ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଅବତରଣ କରିପବା ପରେ ରାଜ୍ୟପାଳ ପ୍ରଫେସର ଗଣେଶି ଲାଲ,…

ଚିଲିକା ଉପୂକଳ ଅଂଚଳରେ ହାତୀ ଉପଦ୍ରବ

ବ୍ରହ୍ମଗିରି: ସମାଜ ଅଧୁନିକତା ଆଡକୁ ଗତିକରିଥିବା ବେଳେ ମାନବସମାଜ ନିଜର ସୁଖଶାନ୍ତି ପାଇଁ ବଣ-ଜଙ୍ଗଲରୁ ଗଛଲତା କାଟିଦେଉଥିବାରୁ ବଣରେ ରହୁଥିବା ଯନ୍ତୁମାନେ ହିଂସ୍ରପରାୟଣ ହୋଇ ଗାଁଗହଳିକୁ ମାଡିଆସି ପ୍ରତ୍ୟେକ ବର୍ଷ ବ୍ୟାପକ କ୍ଷୟକ୍ଷତି କରୁଥିବାରୁ ·ଷୀ ଓ ଗ୍ରାମବାସୀମାନେ ଭୟଭିତ…

ବ୍ୟକ୍ତିର ବିକାଶ ହିଁ ରାଷ୍ଟ୍ର ନିର୍ମାଣର ଆଧାର ହେଉ: ରାଜ୍ୟପାଳ

ଭୁବନେଶ୍ୱର : ବ୍ୟକ୍ତିର ବିକାଶ ହିଁ ରାଷ୍ଟ୍ର ନିର୍ମାଣର ଆଧାର ହେବା ଦରକାର । ପ୍ରଗତି ପ୍ରକ୍ରିୟାରେ ଅନ୍ତର୍ଭୁକ୍ତି ବିକାଶଧାରାକୁ ପ୍ରୟୋଗ କରିବା ଆବଶ୍ୟକ । ଭାରତ ଦ୍ରୁତ ପ୍ରଗତି ପଥରେ ଅଗ୍ରସର ହେଉଛି । ବିକାଶ ନିମନ୍ତେ ଅନୁକୂଳ ପରିବେଶ ନିର୍ମାଣ ହୋଇଛି ବୋଲି ରାଜ୍ୟପାଳ ପ୍ରଫେସର…

ବଢ଼ିଲା ଲର୍ଣ୍ଣର୍ସ ଲାଇସେନ୍ସ ବୈଧତା ଅବଧି

ଭୁବନେଶ୍ବର: ଗାଡ଼ିଚାଳକଙ୍କ ପାଇଁ ବଡ଼ ଖବର। ବଢ଼ିଲା ଲର୍ଣ୍ଣର୍ସ ଲାଇସେନ୍ସ ବୈଧତା ଅବଧି। ଡ୍ରାଇଭିଂ ଲାଇସେନ୍ସ ପାଇଁ ଆବେଦନ କରିବା ଲାଗି ରାଜ୍ୟ ସରକାର ଏହି ଅବଧିକୁ ଆସନ୍ତା ଜୁନ ୩୦ ଯାଏଁ ବୄଦ୍ଧି କରିଛନ୍ତି। ଏ ନେଇ ରାଜ୍ୟ ପରିବହନ କର୍ତ୍ତୃପକ୍ଷ (ଏସଟିଏ) ପକ୍ଷରୁ ବିଜ୍ଞପ୍ତି…

ରାଜ୍ୟରେ ଆଉ ୧୨୦ ନୂଆ ପଜିଟିଭ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ପୁଣି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଦେଖାଯାଉଛି। ଦିନକରେ ଆଉ ୧୨୦ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧରୁ ୭୧, ସ୍ଥାନୀୟ ୪୯। ମୋଟ ପଜିଟିଭ ୩,୩୮,୭୧୯କୁ ବୃଦ୍ଧି ପାଇଛି।୩,୩୫,୯୯୪ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୭୫୪ ସକ୍ରିୟ ଆକ୍ରାନ୍ତ…