ଦାମନଯୋଡିରେ ପୁଲିସ-ବିସ୍ଥାପିତ ମୁହାମୁହିଁ

କୋରାପୁଟ : କୋରାପୁଟ ଜିଲା ଦାମନଯୋଡିରେ ପୁଲିସ-ବିସ୍ଥାପିତ ମୁହାମୁହିଁ ହୋଇଥିବା ନେଇ ଶନିବାର ଖବର ମିଳିଛି। ଉଭୟଙ୍କ ମଧ୍ୟରେ ପଥର ଫିଙ୍ଗାପିଙ୍ଗି ସହ ପ୍ରାୟ ୫୪ରୁ ଅଧିକ ବିକ୍ଷୋଭକାରୀ ବିସ୍ଥାପିତଙ୍କୁ ପୁଲିସ ଗିରଫ କରିଛି। ଏହି କାରଣରୁ ଅଁଳାବାଡିରୁ ନାଲକୋ ମାଇନ୍ସ ଯାଏଁ ୧୪୪ ଧାରା ଜାରି…

ତିନିଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି

ଭୁବନେଶ୍ବର : ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶନିବାରଠାରୁ ତିନିଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଶନିବାର ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିବା କାର୍ଯ୍ୟକ୍ରମ ରହିଛି। ୨୧ ତାରିଖ ଦିନ ସକାଳେ ରାଉରକେଲା ଯାଇ ଏନଆଇଟିର ୧୮ତମ ସମାବର୍ତ୍ତନ ଉତ୍ସବରେ ଶ୍ରୀ କୋବିନ୍ଦ ଯୋଗଦେବେ। ପରେ ସେଠାରେ…

କୋଭିଡ୍‌ ନିୟମ ନ ମାନିଲେ ଆଜୀବନ ବିମାନ ଯାତ୍ରା ଉପରେ ଲାଗିପାରେ ପ୍ରତିବନ୍ଧକ

ନୂଆଦିଲ୍ଲୀ: ଦେଶରେ କରୋନାର ଦ୍ବିତୀୟ ଲହରି ଆରମ୍ଭ ହେଲାଣି। ଯାହାଫଳରେ ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତଗତିରେ ବୃଦ୍ଧି ପାଇବାରେ ଲାଗିଛି। ଏପରି ସ୍ଥିତିରେ ବିମାନ ଯାତ୍ରୀଙ୍କ ପାଇଁ ସରକାରଙ୍କ ପକ୍ଷରୁ କେତେକ ନିୟମ ଧାର୍ଯ୍ୟ କରାଯାଇଛି। ବିମାନ ଯାତ୍ରା ସମୟରେ ଏହି ନିୟମ ନ ମାନିଲେ…

ଡମ୍ପିଂୟାର୍ଡରେ ନିଆଁ ଭୟ

ଚନ୍ଦକା : ଦାରୁଠେଙ୍ଗର ଭୁଆଶୁଣୀ ଡମ୍ପିଂୟାର୍ଡ ଅଗ୍ନିକାଣ୍ଡ ଭୟ ଅଞ୍ଚଳବାସୀଙ୍କୁ ଚିନ୍ତାରେ ପକାଇଛି। ଦିନକୁ ଦିନ ତାପମାତ୍ରା ବୃଦ୍ଧି ଓ ରୌଦ୍ରତାପ କାରଣରୁ ଡମ୍ପିଂୟାର୍ଡରେ ଗଦା ହୋଇଥିବା ବର୍ଜ୍ୟବସ୍ତୁରେ କେତେବେଳେ ଯେ ଅଗ୍ନିକାଣ୍ଡ ନ ଘଟିବ, ତାହା କଳନା କରିବା ମୁସ୍କିଲ। ଏହା ଭିତରେ…

ମହିଳାଙ୍କ ପୋଷାକକୁ ନେଇ ରାଜନୀତି

ନୂଆଦିଲ୍ଲୀ: ମହିଳାଙ୍କ ପୋଷାକକୁ ନେଇ ଦେଶବ୍ୟାପୀ ରାଜନୀତି ସରଗରମ ହୋଇଛି। ଏହି ପ୍ରସଙ୍ଗ ଏବେ ପଶ୍ଚିମବଙ୍ଗରେ ଦେଖାଯାଇଛି। ଏଠାରେ ଶାସକ ତୃଣମୂଳ କଂଗ୍ରେସର ବିଧାୟକ ମହିଳାମାନଙ୍କ ପୋଷାକ ଉପରେ ଅରୁଚିକର ମନ୍ତବ୍ୟ ଦେବା ପରେ ଏହାକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ…

ଲକ୍ଷ୍ନୌ-ଶତାବ୍ଦୀ ଏକ୍ସପ୍ରେସରେ ଅଗ୍ନିକାଣ୍ଡ

ଗାଜିୟାବାଦ : ଲକ୍ଷ୍ନୌ-ଶତାବ୍ଦୀ ଏକ୍ସପ୍ରେସର ଲଗେଜ ତଥା ଜେନେରେଟର ବଗିରେ ଆଜି ସକାଳ ୬ଟା ୪୧ରେ ଅଗ୍ନିକାଣ୍ଡ ହୋଇଛି। ଖବର ଜଣାପଡିବା ପରେ ଘଟଣାସ୍ଥଳରେ ହଇଚଇ ସୃଷ୍ଟି ହେବା ରେଲୱେ ପ୍ରଶାସନ , ଅଧିକାରୀ ତୁରନ୍ତ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।ଏଥିରେ…

ନିଜ ଜନ୍ମ ମାଟିକୁ ଫେରିଯିବ ‘ସୁନ୍ଦରୀ’‌

ଅନୁଗୋଳ/ବନ୍ତଳା : ସାତକୋଶିଆରୁ ସରିଯିବ ବାଘୁଣୀ ‘ସୁନ୍ଦରୀ’ର ଅଧ୍ୟାୟ। ବହୁ କଳ୍ପନାର ଅନ୍ତ ଘଟାଇ ନିଜ ଜନ୍ମ ମାଟିକୁ ଫେରିଯିବ ସୁନ୍ଦରୀ। କାହ୍ନା ଜାତୀୟ ବ୍ୟାଘ୍ର ପ୍ରକଳ୍ପର କ୍ଷେତ୍ର ନିର୍ଦେଶକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆରମ୍ଭ ହୋଇଯାଇଛି ବାଘୁଣୀର ବାହୁଡା ପ୍ରକ୍ରିୟା। ବାଘୁଣୀକୁ…

କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ; ୫ ମୃତ

ମୁମ୍ବଇ : ମହାରାଷ୍ଟ୍ରର ରତ୍ନଗିରିସ୍ଥିତ ଏକ କେମିକାଲ ଫ୍ୟାକ୍ଟ୍ରିରେ ଶନିବାର ସକାଳ ୮ଟା ୩୦ରେ ବିସ୍ଫୋରଣ ଘଟିଥିବା ନେଇ ଖବର ମିଳିଛି। ବିସ୍ଫୋରଣ କାରଣରୁ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକେ ଆହତ ହୋଇଛନ୍ତି। ମୃତାହତଙ୍କୁ ଉଦ୍ଧାର କରି ହସ୍ପିଟାଲ ନିଆଯାଇଛି। ଉଦ୍ଧାର କାର୍ଯ୍ୟ…

୨୪ ଘଣ୍ଟାରେ ୪୦,୯୫୩ ନୂଆ କରୋନା ପଜିଟିଭ ଚିହ୍ନଟ

ନୂଆଦିଲ୍ଳୀ : ଦେଶରେ ପୁଣି ହୁ ହୁ ହୋଇ କରୋନା ଆକ୍ରାନ୍ତଙ୍କ ସଂଖ୍ୟା  ବୃଦ୍ଧି ପାଇବାରେ ଲାଗିଛି। ୨୪ ଘଣ୍ଟାରେ ଆଉ ୪୦,୯୫୩ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧,୧୫,୫୫,୨୮୪କୁ ବୃଦ୍ଧି ପାଇଛି। ଚିକିତ୍ସାଧୀନ ଅବସ୍ଥାରେ ୧୮୮ ଆକ୍ରାନ୍ତଙ୍କ…

ଧାନ ବିକ୍ରୀରୁ ବଞ୍ଚିତ ହେବେନି ପଞ୍ଜିକୃତ ଚାଷୀ

ଭୁବନେଶ୍ୱର : ରାଜ୍ୟରେ ଧାନ ବିକ୍ରୀରୁ କୌଣସି ପଞ୍ଜିକୃତ ଚାଷୀ ବଞ୍ଚିତ ହେବେ ନାହିଁ ବୋଲି ଆଜି ବିଧାନସଭାରେ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଘୋଷଣା କରିଛନ୍ତି । ଆଜି ବିଧାନସଭାରେ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚି ଅନୁଯାୟୀ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଧାନମଣ୍ଡି…