ଟ୍ରାନ୍ସଫର୍ମରରେ ଜଳିଗଲେ ଚାଷୀ
ବନ୍ତଳା: ଅନୁଗୁଳ ସଦର ଥାନା ଅଞ୍ଚଳରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି । ଏକ ବିଦ୍ୟୁତ୍ ଟ୍ରାନ୍ସଫର୍ମରରେ ଜଣେ ଚାଷୀ ଜଳି ଯାଇ ମୃତ୍ୟୁବରଣ କରିଛନ୍ତି । ପ୍ରାପ୍ତ୍ ସୂଚନା ଅନୁଯାୟୀ ଅନୁଗୁଳ ବ୍ଲକ୍ ମୂଷାପାପୁଲି ଗ୍ରାମର ପ୍ରକାଶ ସାହୁ (୪୨)ଙ୍କ ଆମ୍ବତୋଟା ନିକଟରେ ଏକ ଚାଷକ୍ଷେତ ରହିଛି ।!-->…